ନୂଆଦିଲ୍ଲୀ,୧୪।୯: ଦିଲ୍ଲୀରେ ବିଦ୍ୟୁତ ସବ୍ସିଡି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଯେଉଁମାନେ ବିଦ୍ୟୁତ୍ ସବ୍ସିଡି ଚାହୁଁଛନ୍ତି, ସେମାନଙ୍କୁ…
ନୂଆଦିଲ୍ଲୀ,୧୪।୯: ଟି୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ। ସେପ୍ଟେମ୍ବର ୨୦ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ…
ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ…
ଅନୁଗୋଳ,୧୪।୯: ଅନୁଗୋଳରୁ ପୁଣି ବ୍ରାଉନ୍ସୁଗାର ଜବତ ହୋଇଛି।ଏହାକୁ ବିକ୍ରି ପାଇଁ ନେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ…
ପାରଳାଖେମୁଣ୍ଡି,୧୪।୯(ଡି.ଏନ୍.ଏ.): ସେଲ୍ଫି ହେଲା କାଳ। ଗୁଦୁଗୁଦାରେ ସେଲ୍ଫି ନେଲା ବେଳେ ଝରଣାରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନଖଳାର ଟି.…
ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ…
କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ…
ଅହମଦାବାଦ, ୧୪।୯ : ଗୁଜରାଟର ଅହମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ କୋଠାର ଲିଫ୍ଟ ହଠାତ ଖସି ପଡି ତଳେ ପଡ଼ିଯାଇଥିଲା। ଯାହା ଫଳରେ…
ନୂଆଦିଲ୍ଲୀ, ୧୪।୯ : ପଶ୍ଚିମବଙ୍ଗର ନବନ୍ନା ମାର୍ଚ୍ଚରେ ହୋଇଥିବା ହିଂସାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛି।…
ଚେନ୍ନାଇ,୧୪।୯: ଡିଏମ୍କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍କେ ଏମ୍ପି କହିବା…