ତାଇଓ୍ବାନ୍‌ ଯିବେ ନାନ୍ସି

ଓ୍ବାଶିଂଟନ୍‌/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା…

କର୍ନାଟକରେ ଭାଜପା ଯୁବନେତାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୮।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାଜପା ଯୁବମୋର୍ଚ୍ଚା କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ହତ୍ୟା କରାଯାଇଛି। ପ୍ରବୀଣ ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ…

ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୮ ।୭: କରୋନା ପରେ ଏବେ ସାରା ବିଶ୍ୱକୁ ଡରାଇଲାଣି ମଙ୍କିପକ୍ସ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ ଅଦନହୋମ ଗେବ୍ରେହେସୁସ ମଙ୍କିପକ୍ସକୁ…

ଋତୁସ୍ରାବ ଛାତ୍ରୀଙ୍କୁ ଚାରାରୋପଣ ଅନୁମତି ମିଳିଲା ନାହିଁ

ନାଶିକ୍‌,୨୮।୭: ମହାରାଷ୍ଟ୍ରର ନାଶିକ ଜିଲା ଅନ୍ତର୍ଗତ ଏକ ସରକାରୀ ବୋର୍ଡିଂ ସ୍କୁଲ୍‌ରେ ଚାରା ରୋପଣ ଅଭିଯାନ ବେଳେ ଋତୁସ୍ରାବ ହୋଇଥିବା ୧୨ ଛାତ୍ରୀଙ୍କୁ ଜଣେ ପୁରୁଷ ଶିକ୍ଷକ…

ରୋଶନୀ ନାଦାର ଧନୀ ଭାରତୀୟ ମହିଳା

ମୁମ୍ବାଇ,୨୮।୭: ଏଚ୍‌ସିଏଲ୍‌ ଟେକ୍‌ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦାର ମାଲହୋତ୍ରା ଭାରତର ସର୍ବଶ୍ରେଷ୍ଠ ଧନୀ ମହିଳା ସ୍ଥାନ ବଜାୟ ରଖିଛନ୍ତି। ୨୦୨୧ରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୫୪…

ଓଡେସା, ମାଇକୋଲିଭ ସହର ବି ଖୁବଶୀଘ୍ର ୟୁକ୍ରେନଠାରୁ ହୋଇଯିବ ଅଲଗା

କ୍ୱିଭ,୨୮ ।୭: ଥମିନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୂର୍ବପରି ଆଜିବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଦକ୍ଷିଣ ଭାଗରେ ରୁଷିଆ ଲଗାତାର…

ମୋଦିଙ୍କ ମନ କିଣିଲେ ୮ ବର୍ଷର ଶିଶୁକନ୍ୟା

ନୂଆଦିଲ୍ଲୀ,୨୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଛୋଟ ଝିଅଟିକୁ…

ଉପରକୁ ଉଠିଲେ ଧାଓ୍ବନ୍‌

ଦୁବାଇ,୨୭ା୭:ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି ଶିଖର ଧାଓ୍ବନ ଓ ଶ୍ରେୟସ ଆୟାର। ଚଳିତ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜର ପ୍ରଥମ ମ୍ୟାଚରେ ଧାଓ୍ବନ୍‌ ୯୭ ରନ୍‌ କରିଥିବା ବେଳେ…

ବଦଳିଲେ ବିବାଦୀୟ ଶିକ୍ଷୟିତ୍ରୀ

ମ.ରାମପୁର,୨୭ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମଦନପୁର ରାମପୁର ସହର ମଧ୍ୟରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ…

ଆମପାଣି ଘାଟିରେ ସଡକ ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

କୋକସରା,୨୭।୭(ଡି.ଏନ.ଏ): କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ…