୨୦ରେ ଲଘୁଚାପ!

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ -ଉତ୍ତରପଶ୍ଚିମ…

ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ…

ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି: ଟାଇଟଲ ଲକ୍ଷ୍ୟରେ ଭାରତ

ସିଲହଟ୍‌,୧୪ା୧୦: ଶନିବାର ଭାରତ ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଅଧିନାୟିକା ଚାମେରି ଆଟ୍ଟାପଟୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛନ୍ତି। ଫଳରେ ଭାରତ ଆମନ୍ତ୍ରଣ ପାଇ…

ଏସ୍‌ବିଆଇର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ମୁମ୍ବାଇ,୧୫।୧୦: ଭାରତର ସବୁଠୁ ଲୋକପ୍ରିୟ ବ୍ୟାଙ୍କ ଭାବେ ପରିଚିତ ମୁମ୍ବାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇଟି ଧମକପୂର୍ଣ୍ଣ ଫୋନ୍‌ କଲ୍‌…

ପାକିସ୍ଥାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ: ବାଇଡେନ

ଓ୍ବାଶିଂଟନ,୧୫।୧୦: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ଥାନକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ବୋଲି କହିଛନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ବିଶ୍ୱରେ କିଭଳି ପ୍ରଭାବ ପକାଇଛି,ସେହି ବିଷୟରେ…

କଲାମଙ୍କ ବାଲେଶ୍ୱର ସହିତ ଅବଦାନକୁ ମନେପକାଇଲେ ବିଧାୟକ

ବାଲେଶ୍ୱର ଅଫିସ, ୧୫।୧୦: ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ…

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ମାଧପୁର,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଅଧୀନ କିଆକଟା ପଞ୍ଚାୟତର ମୁଣ୍ଡାପଡ଼ା ଗ୍ରାମ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି ।…

ସୁରକ୍ଷିତ ମାତୃତ୍ୱ ଅପରିହାର୍ଯ୍ୟ

ପୃଥିବୀର ପ୍ରତିଟି ଦେଶ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକା ଯିବା ପାଇଁ…

ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ

ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ…

ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା ଜରୁରୀ। ସ୍ବଚ୍ଛତା ମଧ୍ୟରେ ଖାଇବା ପୂର୍ବରୁ ହାତ ଧୋଇବା ଅବା ବାହାରୁ ଘରକୁ ଗଲେ ଏଭଳି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା…