ଦୀପାବଳିରେ ଧମାକା କରିବେ ଦୁଇ ଖାନ୍‌

ମୁମ୍ବାଇ: ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଉପହାର କାରବାର ମଧ୍ୟ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଯଦି ବଲିଉଡ୍‌ର ଦୁଇ ସୁପରଷ୍ଟାର ଶାହାରୁଖ ଖାନ ଏବଂ…

ଇଲେକ୍ଟ୍ରିକ କାର କିଣିଲେ ମିଳିବ ଏକ ଲକ୍ଷ ଟଙ୍କା ରିହାତି

ଲକ୍ଷ୍ନୌ,୧୩ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ…

୫ଜି ଆସିବା ପରେ ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ: ବନ୍ଦ କଲା ୧୨ ପ୍ଲାନ୍‌

ନୂଆଦିଲ୍ଲୀ,୧୩।୧୦: ୫ଜି ସେବା ଆରମ୍ଭ ହେବା ପରଠାରୁ ବଡ଼ ପଦକ୍ଷେପ ନେଇଛି ଜିଓ। କମ୍ପାନୀ ନିଜର ଓ୍ବେବ୍‌ସାଇଟ୍‌ରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ ପ୍ଲାନ୍‌କୁ…

ଗୁଜରାଟର ଏଏପି ମୁଖ୍ୟ ଗୋପଳ ଇଟାଲିଆଙ୍କୁ ଅଟକ ରଖିଛି ପୋଲିସ, ଏନସିଡବ୍ଲୁ କାର୍ଯ୍ୟାଳୟ ଆଗରେ କରୁଥିଲେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୧୦: ଦିଲ୍ଲୀ ପୋଲିସ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି) ଗୁଜରାଟର ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ନିକଟରୁ ନେଇ ଅଟକ ରଖିଛି…

ହିମାଚଳବାସୀଙ୍କୁ ମୋଦିଙ୍କ ଦୀପାବଳି ଉପହାର

ନୂଆଦିଲ୍ଲୀ, ୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିବାଚଳ ପ୍ରଦେଶର ଉନାରେ ବଲ୍କ ଡ୍ରଗ ପାର୍କର ଉଦଘାଟନ ଓ ଉନା-ହମିରପୁର ରେଲୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି ।…

ଜଳିଗଲା ବସ୍‌, ୧୨ ଶିଶୁଙ୍କ ସମେତ ୧୮ ମୃତ

ଇସଲାମାବାଦ,୧୩ା୧୦: ପାକିସ୍ତାନରେ ଏକ ବସ୍‌ରେ ନିଆଁ ଲାଗିଯିବାରୁ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀ ଏବଂ ଉଦ୍ଧାରକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି।…

ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର,୧୩ା୧୦(ଡି.ଏନ୍‌.ଏ.): ଜଣେ ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ଫଳରେ ଏହି ବନ୍ଦର…

ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତିତା ଅଭିଯୋଗ ଆଣିଲେ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କୁ ଲେଖିଲେ ପତ୍ର

ମୁମ୍ବାଇ,୧୩ ।୧୦: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି, କି ତାଙ୍କୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ…

ଚର୍ଚ୍ଚାରେ ନ୍ୟୁୟର୍କ ରାଜ୍ୟପାଳଙ୍କ ଦୀପାବଳି ବୟାନ, ସମସ୍ତେ କରୁଛନ୍ତି ପ୍ରଶଂସା

ନ୍ୟୁୟର୍କ,୧୩ ।୧୦: ଆମେରିକା ନ୍ୟୁୟର୍କର ରାଜ୍ୟପାଳ କୈଥି ହୋଚୁଲ ଦୀପାବଳିକୁ ନେଇ ଯାହା କହିଛନ୍ତି ତାହା ଆପଣ ବି ଶୁଣିଲେ ତାଙ୍କୁ ପ୍ରଶଂସା ନ କରି ରହିପାରିବେ…

ଭାରତକୁ ପ୍ରଶଂସା କଲା ଆଇଏମଏଫ

ଓ୍ବାଶିଂଟନ୍‌,୧୩।୧୦: ବିଶ୍ୱ ବ୍ୟାଙ୍କ ପରେ ବର୍ତ୍ତମାନ ଆଇଏମଏଫ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ମୋଦି ସରକାରଙ୍କ କ୍ୟାଶ୍‌ ଟ୍ରାନ୍ସଫର ଯୋଜନାକୁ ପ୍ରଶଂସା କରିଛି। ଆଇଏମଏଫ ଭାରତର…