ଥୋଡ଼ ଧାନ ପାଇଁ ପବନ ଶତ୍ରୁ

କୁଜଙ୍ଗ,୨୪ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିଲେ ବି ଓଡ଼ିଶା ଉପକୂଳ ଜଗତ୍‌ସିଂହପୁର ଜିଲାକୁ ବାତ୍ୟା ଭୟ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲେ ବି…

ସାଇନ ବୋର୍ଡରେ ସୀମିତ ସୂଚନା କେନ୍ଦ୍ର, ଇ-ପାଠାଗାର

ଜଗତ୍‌ସିଂହପୁର ଅଫିସ, ୨୪ା୧୦:ପାଠାଗାର ବ୍ୟକ୍ତିଙ୍କ ଜ୍ଞାନ ବଢାଇବାରେ ସହାୟକ ହୁଏ। ଏଠାରେ ବହୁ ପୁରାତନ ପୁସ୍ତକ ଓ ଗ୍ରନ୍ଥ ସବୁ ସାଇତା ହୋଇ ରଖାଯାଇଥିବାରୁ ପାଠକମାନେ ପଢ଼ି…

୧୫ ଘଣ୍ଟାରେ ୧୫୦ କୋଟିର କାରବାର

ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର…

ପେଦ୍ରୋଙ୍କ ଗୋଲ୍‌ରେ ଜିତିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର୍‌ ଲିଗ (ଆଇଏସ୍‌ଏଲ) ମ୍ୟାଚରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଚମତ୍କାର ବିଜୟ ହାସଲ କରିଛି।…

ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ

ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି। ସମ୍ପୃକ୍ତ…

ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ…

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌…

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ…

ଦୀପାବଳି ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଆଲୋକର ପର୍ବ ଦୀପାବଳି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କରୋନା ପ୍ରକୋପରେ ଦୀପାବଳି ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମଧାମରେ…

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ…