ଜିମ୍‌ ସେଣ୍ଟରରେ ନିଆଁ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱର ଜାଗମରାସ୍ଥିତ ଏକ ଫିଟ୍‌ନେସ୍‌ ସେଣ୍ଟର (ଜିମ୍‌)ରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଦୁଇ ମହଲା ବିଶିଷ୍ଟ କୋଠାରେ ଏହି ଜିମ୍‌ ସେଣ୍ଟର ରହିଛି। ଏହାର…

ଘରେ ନିଆଁ ଲାଗି ପୂର୍ବତନ ଆଇଜିଙ୍କ ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର

ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶର ଗାଜିପୁର ଥାନା ଅଧୀନ ଇନ୍ଦିରା ନଗର କଲୋନୀ ସି-ବ୍ଲକ୍‌ରେ ଥିବା ଏକ ଘରେ ନିଆଁ ଲାଗି ଜଣେ ଅବସରପ୍ରାପ୍ତ ପୋଲିସ ଆଇଜିଙ୍କ ମୃତ୍ୟୁ ଘଟିଛି।…

ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍‌ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।…

ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍‌.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ ବୃଦ୍ଧଙ୍କ…

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଫିଲ୍ମ…

ଭାରତ ଆସିବେ କ୍ରାଉନ୍‌ ପ୍ରିନ୍ସ

ନୂଆଦିଲ୍ଲୀ, ୨୩ା୧୦: ସାଉଦି ଆରବ ପ୍ରଧାନମନ୍ତ୍ରୀ ତଥା କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦…

ସିନେମା ହଲ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ବ୍ରହ୍ମପୁର ଅଫିସ,୨୩।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବ୍ରହ୍ମପୁର ସହରର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରସ୍ଥିତ…

ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ବଳାତ୍କାର ପୀଡ଼ିତା

ପିଲିଭିଟ୍‌,୨୩।୧୦: ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ଅନୁମତି ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସାବତ ପୁଅ ଏବଂ ସ୍ବାମୀଙ୍କ ସାଙ୍ଗମାନଙ୍କ ଦ୍ୱାରା…

କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହେବେ ପାଓ୍ବାର

ପୁଣେ,୨୩।୧୦: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ…

୧୫ ଲକ୍ଷ ୭୬ ହଜାର ଦୀପରେ ଆଲୋକିତ ହେଲା ଆଯୋଧ୍ୟା

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଐତିହାସିକ ଦୀପୋତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପୋତ୍ସବ ଉଦ୍‌ଘାଟନ କରିଥିଲେ। ୧୫ ଲକ୍ଷ ୭୬ ହଜାର ୯୯୫ ଦୀପ ଜଳିବା ମାତ୍ରେ…