ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ କରୁଛନ୍ତି।…

ପାଟଣା-ତୁରୁମୁଙ୍ଗା କାଳୀ ପୂଜା: ଝଲସୁଛି ତୋରଣ

ପାଟଣା,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ଓ ତୁରୁମୁଙ୍ଗା ବଜାରରେ ବଣିକ ସଙ୍ଘ ପକ୍ଷରୁ ସୋମବାର ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଛି। ଆଲୋକ ମାଳା…

ଦୀପାବଳିରେ ଅଘଟଣ: ବାଣ ନିଆଁରେ ଜଳିଗଲା ୪ ବଖରା

ରୂପସା,୨୫।୧୦(ଡି.ଏନ୍‌.ଏ.):ଆଲୋକର ପର୍ବ ଦୀପାବଳି ଅବସରରେ ଆନନ୍ଦର ମାହୋଲ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର ଗ୍ରାମରେ…

ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା…

ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ: କୁଶପୁତ୍ତଳିକା ଦାହ

କେସିଙ୍ଗା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡି ପଞ୍ଚାୟତସ୍ଥିତ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳାବର ସ୍ଥାନୀୟ ଦୁଗ୍ଧ ଚାଷୀ ଆନ୍ଦୋଳନ କରିଛନ୍ତି।…

ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ଗାନ୍ଧିନଗର,୨୫ ।୧୦: ଗୁଜରାଟ ବିଧାନସଭାକୁ ଆଖି ଆଗରେ ରଖି ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ଏକ ବଡ…

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ…

‘ଲଗାନ୍‌ ସେ ଲଗାମ୍‌ ତକ୍‌’: ସୁନକଙ୍କୁ ନେଇ ଶଶି ଥରୁରଙ୍କ ଟୁଇଟ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଏକ ନିଆରା ଟୁଇଟ କରିଛନ୍ତି। ସେ…

ସୂର୍ଯ୍ୟପରାଗ ପାଇଁ ମା’ସମଲେଇଙ୍କ ଦର୍ଶକରୁ ବଞ୍ଚିତ ଭକ୍ତ

ସମ୍ବଲପୁର,୨୫।୧୦(ବ୍ୟୁରୋ): ଆଜି ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ମା’ସମଲେଶରୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଭୋର୍‌ ୪ ଟାରେ ମା’ଙ୍କର ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ…

ହୋମ ଯଜ୍ଞ କରି ସ୍ବଧର୍ମକୁ ଫେରିଲେ ପରିବାରର ୧୨ ସଦସ୍ୟ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ…