ମୃତ ଘୋଷିତ ସ୍ବାମୀ ଫେରିଲେ, ସ୍ତ୍ରୀ ହେଲେ ସଧବା

ନିମାପଡ଼ା,୨୨।୧୧(ଡି.ଏନ୍‌.ଏ.): ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସେ ୧୯୯୯ ମହାବାତ୍ୟା ବେଳେ କେଉଁଆଡ଼େ ନିଖୋଜ ହୋଇଯିବା…

ମୁହୟିଦ୍ଦିନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୨୨ା୧୧: ମାଲେସିଆରେ ଶନିବାର ଅନୁଷ୍ଠିତ ପଞ୍ଚଦଶ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳି ନ ଥିବାରୁ ଝୁଲା ସରକାର ଗଠନ ହେବାକୁ ଯାଉଛି। ପୂର୍ବତନ…

ଝୁଲା ପୋଲ ଅନିଶ୍ଚିତତା,ନୂଆ ବ୍ରିଜ୍‌କୁ ଅପେକ୍ଷା

ଖୁଣ୍ଟୁଣୀ,୨୨।୧୧(ଡି.ଏନ୍‌.ଏ.):କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟ ମହାନଦୀ ପଠାରେ ଥିବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିଛି।…

ତଦନ୍ତର ତଦାରଖ କରିବେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ ,୨୨।୧୧: ମୋର୍ବି ଝୁଲାପୋଲ ଭୁଶୁଡ଼ି ୧୪୧ ଜଣଙ୍କ ଜୀବନ ଯିବା ସବୁଠୁ ବଡ଼ ଦୁଃଖଦ ଘଟଣା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଏହାର ତଦନ୍ତ…

ନିମିଷକରେ ଛାରଖାର

ଯାଜପୁର ଜିଲା କୋରେଇ ଷ୍ଟେଶନରେ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ମାଲବାହୀ ଟ୍ରେନ୍‌। ଏହା ଏତେ ଭୟଙ୍କର ଥିଲା ଯେ, ୫୯ ବଗି ମଧ୍ୟରୁ ୧୪ଟି…

ନଦୀବନ୍ଧ ଭାଙ୍ଗିବା ସତ୍ତ୍ୱେ ବନ୍ଦ ହେଉନି ବାଲି ଉଠାଣ

କେନ୍ଦ୍ରାପଡ଼ା ଅଫିସ, ୨୨ା୧୧:କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳର ପକ୍ଷୋଟଠାରେ ୩ ସପ୍ତାହ ପୂର୍ବେ ନଦୀବନ୍ଧ ଭାଙ୍ଗିଥିଲା। ଏହାର କାରଣ ବେଆଇନ ବାଲି ଉଠାଣ ହୋଇଥିବା…

ଯାତ୍ରୀବାହୀ ବସ୍‌, ମୋବାଇଲ ଟାଓ୍ବାର ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୨।୧୧(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ କାଙ୍କେର ଜିଲାରେ ସେମାନେ ରବିବାର ରାତିରେ ଏକ ଯାତ୍ରୀବାହୀ ବସ୍‌୍‌ରେ ନିଆଁ ଲଗାଇ ପୋଡ଼ି…

ବିରୋଧୀ ସ୍ବର ଚାପିଦେବାକୁ ଉଦ୍ୟମ

ପ୍ୟାରିସ୍‌ ,୨୨।୧୧: ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଇରାନର ଦୁଇଜଣ ଖ୍ୟାତନାମା ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେମାନେ ସର୍ବସାଧାରଣ ସ୍ଥାନରେ ହିଜାବ କାଢ଼ି ଶାସନକୁ ଅବମାନନା…

କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ):ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ସଫଳ ପଦକ୍ଷେପ ଗ୍ରହଣ କରି ଆସୁଛି। ବିଶେଷକରି ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଓ ନିରନ୍ତର ପ୍ରଗତି ସହ…

ଇରାକ-ସିରିଆ ଉପରେ ଆକ୍ରମଣ କରିପାରେ ତୁର୍କି, ରାଷ୍ଟ୍ରପତି ଦେଲେ ସୂଚନା

ଅଙ୍କାରା,୨୨ ।୧୧: ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ସୋମବାର ସୂଚନା ଦେଇଛନ୍ତି କି ସେ ବିମାନ ଆକ୍ରମଣ ପରେ ବି ଅଧିକ ପଦକ୍ଷେପ ନେଇପାରନ୍ତି ।…