ଓ୍ବାର୍କଶପ୍‌ରେ ଲାଗିଲା ନିଆଁ: ୩୬ ମୃତ

ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି ବିଷୟରେ…

ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ମତଦାତାଙ୍କ ମଧ୍ୟରୁ ଅଧାରୁ ଅଧିକ ୪୦ ବର୍ଷରୁ କମ୍ ବୟସର ଭୋଟର

ଗାନ୍ଧିନଗର,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ କମିଶନ ବି ନିର୍ବାଚନ…

ଇଣ୍ଡୋନେସିଆ ଭୂକମ୍ପ ତାଣ୍ଡବ: ଗଲାଣି ୧୬୨ ଲୋକଙ୍କ ଜୀବନ, ଏବେ ବି ଅନେକ ନିଖୋଜ

ଜାକର୍ତ୍ତା,୨୨।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ହୋଇଥିବା ଭୂକମ୍ପ ଯୋଗୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶହ ଶହ ଲୋକ ଆହତ ହୋଇଛନ୍ତି ଏବଂ ଅନେକ…

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସାବରକର ଗଡସେଙ୍କୁ ବନ୍ଧୁକ ଖୋଜିବାରେ କରିଥିଲେ ସାହାଯ୍ୟ: ତୁଷାର ଗାନ୍ଧୀ

ମୁମ୍ବାଇ,୨୨ ।୧୧: ମହାତ୍ମା ଗାନ୍ଧୀଙ୍କ ଅଣନାତୀ ତୁଷାର ଗାନ୍ଧୀ ଦାବି କରିଛନ୍ତି ଯେ ସ୍ୱତନ୍ତ୍ରତା ସେନାନୀ ବିନାୟକ ଦାମୋଦର ସାବରକର ରାଷ୍ଟ୍ରପିତାଙ୍କ ହତ୍ୟା ପାଇଁ ନାଥୁରାମ ଗଡେସେଙ୍କୁ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୁରୁଣା ଭିଡିଓ ଭାଇରାଲ

ପ୍ୟାରିସ,୨୨ ।୧୧: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସର୍ବସାଧାରଣରେ ଜଣେ ମହିଳା ଥାପଡ ମାରିଥିଲେ । ମେହର ନ୍ୟୁଜ ଏଜେନ୍ସି ଏକ ଭାଇରାଲ ଭିଡିଓ ଶେୟାର କରି…

ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ ଏକ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ବଡ଼ସାହି,୨୧ା୧୧(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ଯୁବତୀଙ୍କୁ ସୋମବାର ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ…

ଆୟୁଷୀ ହତ୍ୟା ମାମଲା: ବାପା ପରେ ମା’ ଗିରଫ, ଯାଞ୍ଚରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୧।୧୧: ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ଓ୍ବେ’ରେ ଶୁକ୍ରବାର ଏକ ସୁଟ୍‌କେସ୍‌ରୁ ଯୁମତୀଙ୍କ ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯୁବତୀ ଜଣକ…

ରକେଟ୍‌ ମାଡ଼ରେ ୩ ମୃତ

ଇସ୍ତାନବୁଲ,୨୧।୧୧: ସିରିଆ ରକେଟ୍‌ ମାଡ଼ରେ ତୁର୍କିର ସୀମାବର୍ତ୍ତୀ ସହର କାରକାମିସରେ ସୋମବାର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ…

ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ ମାଗିଥିବା…