ଖବର ପ୍ରସାରଣ ପରେ ନୂଆକୋଠାରେ ଆରମ୍ଭ ହେଲା ରୋଗୀସେବା

ଗଞ୍ଜାମ,୧୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇଛି l ପୂର୍ବରୁ ‘ମେଡିକାଲର ପୁରୁଣା ଭଙ୍ଗା କୋଠାରେ ଚାଲିଛି ରୋଗୀ…

ଏସ୍‌ଆଇଙ୍କ ଘରୁ ମିଳିଲା ବିପୁଳ ପରିମାଣର ସମ୍ପତ୍ତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ଏସ୍‌ଆଇଙ୍କର ବିପୁଳ…

ମୁଖତାର ଅଂସାରିଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ

ଗାଜିପୁର,୧୫ ।୧୨; ମଉର ପୂର୍ବତନ ବିଧାୟକ ଓ ମାଫିଆ ମୁଖତାର ଅଂସାରିଙ୍କୁ ଗୁରୁବାର କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁର୍ବତନ ବିଧାୟକଙ୍କୁ…

ନବ ବିବାହିତ ଯୋଡିଙ୍କୁ ରୋଜଗାର ଦେବେ ସରକାର

ଲକ୍ଷ୍ନୌ,୧୫ ।୧୨: ଉତ୍ତର ପ୍ରଦେଶର ପରିବହନ ରାଜ୍ୟମନ୍ତ୍ରୀ ଦୟାଶଙ୍କର ସିଂ କହିଛନ୍ତି ରାଜ୍ୟ ସରକାର ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ଓ ରୋଜଗାର…

୬ ବର୍ଷରେ ବିହାରରେ ୨୦୨ ବିଷାକ୍ତ ମଦ୍ୟପାନ ମୃତ୍ୟୁ, ଦେଶରେ ୬,୧୭୨…

ନୂଆଦିଲ୍ଲୀ,୧୫।୧୨ : ବିହାରର ଛପରା ଜିଲାରେ ବିଷାକ୍ତ ମଦ୍ୟପାନ କରି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ…

ରିଲିଜ୍‌ ପୂର୍ବରୁ ବିବାଦରେ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା…

ଶିବସେନା ନିର୍ବାଚନୀ ଚିହ୍ନ ଧନୁତୀର ଫ୍ରିଜ ମାମଲା, ଫଇସଲା ସଂରକ୍ଷିତ ରଖିଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ଶିବସେନାର ନିର୍ବାଚନୀ ଚିହ୍ନ, ଧନୁ ତୀରକୁ ଫ୍ରିଜ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପ୍ରସଙ୍ଗରେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏକ…

ସଚିନଙ୍କ ପୁଅ ସଫଳତା ପାଇବାରେ ଏହି କ୍ରିକେଟର୍‌ଙ୍କ ବାପାଙ୍କ ହାତ

ନୂଆଦିଲ୍ଲୀ,୧୫।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଏହି ସଫଳତାରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର…

‘ବିଧାୟକଙ୍କ ଗାଡ଼ିକୁ ବିଜେଡି ନେତା ଅଣ୍ଡାମାଡ଼ କରି ନ ଥିଲେ’

ବଲାଙ୍ଗୀର ଅଫିସ, ୧୫ା୧୨: ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ମଙ୍ଗଳବାର ପୁଇଁତଳା ମଣ୍ଡି ପରିଦର୍ଶନରେ ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବିଜେଡି…

୧୧ ମାସରେ ଗଲାଣି ୭୯ ଜୀବନ

ସୋନପୁର,୧୫।୧୨(ନି.ପ୍ର.): ସଚେତନତା କାର୍ଯ୍ୟକ୍ରମ ଓ ପୋଲିସ-ପରିବହନ ବିଭାଗର ମିଳିତ ତନଖି ସତ୍ତ୍ୱେ ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା…