ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୪୦୪ରେ ଅଲଆଉଟ୍‌

ଚଟ୍ଟଗ୍ରାମ,୧୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୦୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆ ୨୭୮/୬ ରନ୍‌ରୁ ଖେଳିବା ଆରମ୍ଭ…

ଭିଜିଲାନ୍ସ ଜାଲରେ ଏସ୍‌ଆଇ

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରସ୍ଥିତ ଘର,…

ଆକର୍ଷଣୀୟ ରିହାତି ସତ୍ତ୍ୱେ ବେପାର ମାନ୍ଦା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଡିସେମ୍ବର ୯ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି। ୨ବର୍ଷର ଅନ୍ତର ପରେ ପୁସ୍ତକ ମେଳା ହେଉଥିବାରୁ ବିକ୍ରେତାଙ୍କ ମନରେ…

ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ ପାଇଁ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚ ନେବା ଘଟଣାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ କିମ୍ବା ଅଭିଯୋଗକାରୀ ମରିଯାଇଥିଲେ ମଧ୍ୟ ଦୁର୍ନୀତି ନିବାରଣ ଆଇନ…

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଜେରା

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍‌…

ଶହଶହ କଇଁଛଙ୍କ ପିଠିରେ ଡେଉଁଛି ବତକ ଛୁଆ

ଦୁନିଆରେ ଅନେକ ବିଚିତ୍ର ଫଟୋ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଫଟୋ ହଜାର ଶବ୍ଦ ପ୍ରକାଶ କରିଥାଏ। କମେଡି ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ…

ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଥାନାରୁ ନ୍ୟାୟ ନ ପାଇ ଜଣେ ବୃଦ୍ଧ ବୁଧବାର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର…

ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ କରିବା ପଡିଲା ମହଙ୍ଗା, ଚାଳିଗଲା ୩ ଜୀବନ

ଗାଜିଆବାଦ୍‌,୧୫।୧୨: ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି। ଏଥିରେ…

ଚାଇନା ସୈନ୍ୟ ଗଳିର ଗୁଣ୍ଡା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି: ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ସହ ହୋଇଥିବା ଚାଇନା ସୈନ୍ୟଙ୍କ ସଂଘର୍ଷ ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ମୁହଁ…

ଭିନ୍ନ ଲୁକ୍‌ରେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି’ଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ମୁଣ୍ଡରେ ଗୋଲ୍ଡେନ ଟୋପି ଏବଂ ଆଖିରେ କଳା ଚଷମା ପିନ୍ଧି ଖୁବ୍‌ କୌତୂହଳ ଦେଖାଯାଉଛନ୍ତି। ବିଶେଷ…