ସୁଧୁରୁଛି କରୋନା ସ୍ଥିତି: ଆଜି ରାଜ୍ୟରୁ ୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୭୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ…

୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ

ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ ୯୦ବର୍ଷୀୟା…

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି…

ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ

ବେଗୁନିଆ,୨୧ା୧୦(ଡି.ଏନ୍‌.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ…

ଉତ୍ତରାଖଣ୍ଡରେ ମୋଦି

ଡେରାଡୁନ,୨୧ ।୧୦: ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଜୌଲିଗ୍ରାଂଟ ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟପାଳ ଗୁରମିତ ସିଂ…

ରାତି ୮ରୁ ୧୦ ଫୁଟିବ ବାଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି। ଏଥର ବାଣ…

ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର

ଯାଜପୁର ରୋଡ,୨୧ା୧୦(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର ସହର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ପାତରଅନ୍ତର ନୀତି ଏବଂ ବିଭିନ୍ନ…

ଆଗକୁ ପୟାଶ୍ରାଦ୍ଧ, ବିକ୍ରି ହେଲାଣି ପିପେଇ

ବରୀ,୨୧ା୧୦(ଡି.ଏନ.ଏ.):ଆଗକୁ ଆସୁଛି ପୟାଶ୍ରାଦ୍ଧ। ଏହି ଦିବସରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇ ସେମାନଙ୍କ ବଂଶଧରମାନେ କୁହନ୍ତି ‘ବଡ଼ବଡୁଆ ହୋ, ଅନ୍ଧାରରେ ଆସିଥିଲ ଆଲୁଅରେ ଯାଆ’। ପରମ୍ପରା ଅନୁଯାୟୀ…

ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ

ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ ପୁରୀ…

ଅନୁପ୍ରବେଶକାରୀଙ୍କ ତଥ୍ୟ ଦେବାକୁ ଥାନାକୁ ଚିଠି

ରାଜନଗର, ୨୧ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ବିପନ୍ନ ଅଧିବାସୀଙ୍କୁ ବଗପାଟିଆଠାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ…