Categories: ଜାତୀୟ

୨୦୨୩ରେ ଦେଶର ପ୍ରତି ସହରରେ ଖୋଲିବ ପ୍ରେମର ଦୋକାନ: ରାହୁଲ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି।

ଭାରତ ଯୋଡୋ ଯାତ୍ରା ସହ ଜଡିତ କିଛି ଫଟୋ ଏବଂ ଭିଡିଓ ଶେୟାର କରି ରାହୁଲ ଟୁଇଟ କରି କହିଛନ୍ତି ଯେ ଆଶା କରୁଛି ୨୦୨୩ମସିହାରେ ପ୍ରତ୍ୟେକ ଗଳି, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହରରେ ପ୍ରେମ ଦୋକାନ ଖୋଲିବ। ଆପଣଙ୍କ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା।

Share