ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ…

ଭୁବନେଶ୍ୱରରୁ ୫ ମୂର୍ତ୍ତି ଉଦ୍ଧାର, ଜଣେ ଗିରଫ

ପିପିଲି,୪।୩(ସ୍ବ.ପ୍ର.): ପିପିଲି କାକୁଡ଼ିଆସ୍ଥିତ ଶ୍ରୀ ଗୋପୀନାଥ ଦେବ ମନ୍ଦିରରୁ ଚୋରି ୫ ମୂର୍ତ୍ତିକୁ ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ…

ପେଟ୍ରୋଲରେ ପାଣି

ଭୁବନେଶ୍ୱର,୪।୩(ବ୍ୟୁରୋ): ଗତ କିଛି ମାସ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ୧୦୦ ଟଙ୍କା ଛୁଇଁବାକୁ ବସିଲାଣି। ଜରୁରୀ କାମ…

ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି କଣ୍ଠଶିଳ୍ପୀ…

ଘାଟିରେ ଓଲଟିଲା ବସ୍‌, ୪ ଗୁରୁତର ୩୦ ଆହତ

ଠାକୁରମୁଣ୍ଡା,୪।୩(ଡି.ଏନ୍‌.ଏ.): ରାଇରଙ୍ଗପୁରରୁ ଭାୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍‌ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୪…

ଭିସୁଟ୍‌ରୁ ଉଠିଲା କୋଭିଡ୍‌ କଟକଣା

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରୁ ବୁଧବାରଠାରୁ କୋଭିଡ୍‌ କଟକଣାକୁ ଉଠାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ବିଧିବଦ୍ଧ…

ନିରପେକ୍ଷ ନିଷ୍ପତ୍ତି ନିଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ଲୋକମାନଙ୍କ ସହ ସିଧାସଳଖ କଥା ହେବା, ସହୃଦୟତାର ସହ ସେମାନଙ୍କ କଥା ଶୁଣିବା ଏବଂ ନିରପେକ୍ଷ ଭାବେ ନିଷ୍ପତ୍ତି ନେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟଶାସନ…

ଅଫିସ୍‌ରେ ଜିନ୍ସ୍‌-ଟି ଶର୍ଟ ପିନ୍ଧିବା ମନା

ସମ୍ଭାଲ,୪।୩: ଉତ୍ତରପ୍ରଦେଶ ସମ୍ଭାଳ ଜିଲାପାଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରିଛନ୍ତି। ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ, ଟି-ଶର୍ଟ…

କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୩(ବ୍ୟୁରୋ): କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର ଏ…

କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୪।୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌ କରାଯିବା…

All Rights Reserved