କମାରଯୋଡ଼ା ପ୍ରାଥମିକ ବିଦ୍ୟାଳୟ: ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ…

ଛାତ୍ରୀଙ୍କୁ ରୋଷେୟା ବଳାତ୍କାର ଘଟଣା: ବିନା ପଞ୍ଜୀକରଣରେ ଚାଲିଥିଲା ସ୍କୁଲ

କେନ୍ଦୁଝର,୬ା୩ (ସ୍ବ.ପ୍ର.): ଗତ ଜାନୁୟାରୀ ୨୬ ତାରିଖ ସରସ୍ବତୀ ପୂଜା ଦିନ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସେଣ୍ଟ ଜାଭିୟର ସ୍କୁଲରେ ଜଣେ ୬୦ ବର୍ଷୀୟ…

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ

ଭଦ୍ରକ ଅଫିସ,୬।୩: ଭଦ୍ରକ ଏସ୍‌ଡିଜେଏମ୍‌ ଚିନ୍ମୟ କୁମାର ପାଢ଼ୀ ସୋମବାର ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ତିହିଡ଼ି ଥାନା ଅଧୀନ ତଳବନ୍ଧ ଗ୍ରାମର ଅକ୍ଷୟ…

‘ମୋ ଝିଅକୁ ହତ୍ୟା କରାଯାଇଛି’

ପଦ୍ମପୁର,୬।୩(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ଖେଡୁଆଳପୁର ଗ୍ରାମରେ ପୂଜାରାଣୀ ପୁହାଣ ନାମ୍ନୀ ଯୁବତୀ ଗତ ୨ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା…

ମହିଳା ପ୍ରିମିୟର ଲିଗ୍‌ : ବ୍ୟାଟିଂ ନିଷ୍ପତ୍ତି ନେଲା ଆରସିବି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ର ମ୍ୟାଚରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଛି। ତେବେ ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି…

ଧୋନିଙ୍କ ପରେ ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଜାଡେଜା, ଶେୟାର କଲେ ନିଜ ପ୍ରଥମ ଫିଲ୍ମର ପୋଷ୍ଟର

ନୂଆଦିଲ୍ଲୀ,୬।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବର୍ତ୍ତମାନ କ୍ରିକେଟର ରବିନ୍ଦ୍ର ଜାଡେଜା ମଧ୍ୟ ଚଳଚ୍ଚିତ୍ର ଜଗତରେ ପାଦ ଦେଇଛନ୍ତି। ରବିନ୍ଦ୍ର ଜାଡେଜା ତାଙ୍କ…

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬,  ୨୦୨୩ )

କଟକ ନୟାସଡକ ଅଞ୍ଚଳରେ ମାରବାରି ସମ୍ପ୍ରଦାୟ ପକ୍ଷ୍ୟରୁ ଅନୁଷ୍ଠିତ ପାରମ୍ପରିକ ହୋଲିର ଦହନ ପୂଜା ମାଷ୍ଟ୍ରକ୍ୟାଣ୍ଟିଂନ ଛକ ରୋଡକଡରେ ଜଣେ ବ୍ୟକ୍ତି ପ୍ରବଳ ଖରାରେ ମଦ୍ୟପାନ କରି…

୭ ଦିନ ପରେ ବି ଫିଟୁନି ଚିନ୍ମୟୀ ମୃତ୍ୟୁ ରହସ୍ୟ

ସମ୍ବଲପୁର,୬।୩ (ବ୍ୟୁରୋ): ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ମୃତ୍ୟୁ ରହସ୍ୟ ଫିଟୁନି । ସୋମବାର ପୁରୁଷବନ୍ଧୁ ପ୍ରୀତିମାନ…

ଘରେ ଘରେ ବ୍ୟାପୁଛି ଥଣ୍ଡା, ଜ୍ୱର

ବ୍ରହ୍ମପୁର ଅଫିସ,୬ା୩- କରୋନା ସହ ଜନସାଧାରଣ ସଂଘର୍ଷ କରିଆସିଥିବା ବେଳେ ଏବେ ଘରେ ଘରେ ଥଣ୍ଡାକାଶ ଓ ଜ୍ୱର ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି। ଗତ ଡିସେମ୍ବର…

ଜେଲରେ ସିସୋଡିଆଙ୍କୁ ଭାଗବତ ଗୀତା ରଖିବାକୁ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ପୁଣିଥରେ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇଛନ୍ତି।…