Categories: ଖେଳ

ମହିଳା ପ୍ରିମିୟର ଲିଗ୍‌ : ବ୍ୟାଟିଂ ନିଷ୍ପତ୍ତି ନେଲା ଆରସିବି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ର ମ୍ୟାଚରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଛି। ତେବେ ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଆରସିବି।

ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ କରି ଅଲଆଉଟ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ ୬୫ ରନ, ହେଲି ମାଥ୍ୟୁସ ୪୭ ରନ ଏବଂ ଅମେଲିୟା କେର୍‌ ଅପରାଜିତ ୪୫ ରନ ସଂଗ୍ରହ କରିଥିଲା ।

Share