ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଏ ନେଇ ପ୍ରେସ୍…
ଜେନେଭା,୧୨।୧: କଫ୍ ସିରପ୍ରେ ଉପଯୁକ୍ତ ପରିମାଣର ଡାଇଇଥିଲନ୍ ଗ୍ଲାଇକୋଲ ନ ଥିବା ଯୋଗୁ ଭାରତ ନିର୍ମିତ ଦୁଇ କଫ୍ ସିରପ୍ ଛୋଟ ପିଲାଙ୍କୁ ନ ଦେବାକୁ ଓ୍ବାଲର୍ଡ…
ପ୍ରଦର୍ଶନୀ ପଡିଆ ରାସ୍ତାରେ ହକି ବିଶ୍ୱକପ୍ ପୂର୍ବରୁ ରାସ୍ତାରେ ରଙ୍ଗ କରାଯାଉଛି କଳିଙ୍ଗ ଷ୍ଟାଡିୟମରେ ଓଲି ଗ୍ରାଉଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା…
କୋଲକାତା,୧୨।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ…
ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ…
ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍ର ଉତ୍ତର ଭାଗରେ ଥିବା…
ବକ୍ସର,୧୨।୧: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ କନ୍ଭେ ଉପରେ ଗୁରୁବାର ସନ୍ଧ୍ୟାରେ ପଥରମାଡ଼ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ବର୍ତ୍ତିଯିବା ସହ ସୁରକ୍ଷାକର୍ମୀଙ୍କ ବଳୟରେ ସୁରକ୍ଷିତ ଭାବେ ତାଙ୍କୁ…
ଗଣିଆ,୧୨ା୧(ଡି.ଏନ.ଏ.): ହରିଣ ଶିକାର ଘଟଣାରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଚଢାଉ କରାଯାଇ ଜଣେ ଶିକାରୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ା ସମ୍ପୃକ୍ତ…
ରାଉଲକେଲା ଅଫିସ,୧୨।୧: ଶୁକ୍ରବାରଠାରୁ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଭାରତ-ସ୍ପେନ୍ ମ୍ୟାଚ୍ ଖେଳାଯିବ। ଉପଅଧିନାୟକ ଭାବେ ଭାରତୀୟ ହକି ଟିମ୍ରେ ଓଡ଼ିଆ…