ଜୁଲାଇରେ ଆରମ୍ଭହେବ ଶ୍ରଦ୍ଧାଙ୍କ ଫିଲ୍ମ ସ୍ତ୍ରୀ-୨ର ଶୁଟିଂ

ମୁମ୍ବାଇ: ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ମୁଭି ସ୍ତ୍ରୀ ୨୦୧୭ରେ ରିଲିଜ୍ ହୋଇଥିଲା । ସେତେବେଳେ ଏହି ମୁଭି ସମସ୍ତଙ୍କୁ ଖୁବ୍ ହସାଇଥିଲା ଓ ଡରାଇ…

ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ

ମୁମ୍ବାଇ,୧୨ା୩: ମୁମ୍ବାଇରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର୍‌ ଲିଗ୍‌ର ୧୦ମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି। ୟୁପି ୱାରିଅର୍ଜ ନିର୍ଦ୍ଧାରିତ ୨୦ ଓଭରରେ…

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୨, ୨୦୨୩ )

ପିଲାମାନେ କଟକ ରାଣୀହାଟ ନିକଟ ତାଳଦଣ୍ଡା କେନାଲର ଚଟାଣରେ ଖେଳୁଛନ୍ତି     ହକି ବିଶ୍ୱକପ ଉଦଘାଟନୀ ଅବସରରେ ସିଏମସି ପକ୍ଷରୁ ରିଂ ରୋଡର ସୌନ୍ଦର୍ଯ୍ୟକରଣ କରାଯାଇଥିଲା,…

ଉତ୍କଟ ଶବ୍ଦ କରୁଥିବା ୭ ବୁଲେଟ୍‌ ଜବତ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ସହରରେ ଉତ୍କଟ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟାଉନ ଥାନା ପୋଲିସ ସ୍ବତନ୍ତ୍ର ଅଭିଯାନ କରି ରବିବାର ୭ଟି…

ନାବାଳିକାଙ୍କୁ ଟଣାଓଟରା: ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା

ହିଞ୍ଜିଳିକାଟୁ,୧୨।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୂର୍ବତନ ସରପଞ୍ଚ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିବା ନେଇ ହିଞ୍ଜିଳି…

ହସ୍ପିଟାଲରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ, ୧୨ା୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ତାଙ୍କୁ ଏଆଇଜି ସୁପରସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ…

ଗୁଳି, ଭୁଜାଲି ମାଡ଼ ମାମଲା: ପୁଣି ଗିରଫ ହେଲେ ୬ ଅଭିଯୁକ୍ତ

ବରଗଡ଼ ଅଫିସ,୧୨।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗୁରୁବାର ସଂଘଟିତ ଗୁଳି ଏବଂ ଭୁଜାଲି ମାଡ଼ ଘଟଣାରେ ପୋଲିସ ଗତ ୧୦ ତାରିଖ ୨ଜଣ…

ସର୍ବଦଳୀୟ ବୈଠକ ଶେଷ: ସରକାରଙ୍କୁ ଘେରିବାକୁ ବିପକ୍ଷ ପ୍ରସ୍ତୁତ

ନୂଆଦିଲ୍ଲୀ,୧୨।୩: ବାର୍ଷିକ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାରଠାରୁ ବଜେଟ ଅଧିବେଶନର ଦ୍ୱିତୀୟ…

ୟୁପିରେ ଏସ୍‌ପି ସହ ମେଣ୍ଟ କରିବ ଜେଡିୟୁ

ପାଟନା,୧୨।୩: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସହ-ହୋଲି ମିଳନ ସମାରୋହ କାର୍ଯ୍ୟକ୍ରମରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏକ ବଡ଼ ଘୋଷଣା…

ବଢିଲା ସଂକ୍ରମଣ: କେରଳରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨ା୩: ଭାରତରେ ରବିବାର ୫୨୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୧୧୩ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ…