ନାବାଳିକା ବଳାତ୍କାର ମାମଲା: ତିନି ବର୍ଷ ପରେ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୩ା୩(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କଣ୍ତାରାପୋଶି ଗ୍ରାମରେ ୨୦୨୦ରେ ଘଟିଥିବା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବିଜେଡିର ନୂଆ ସଭାପତି, କର୍ମକର୍ତ୍ତାଙ୍କ ନାମ ଘୋଷଣା

ଖୋର୍ଦ୍ଧା ଅଫିସ,୨୩ା୩: ଖୋର୍ଦ୍ଧା ଜିଲା ବିଜେଡିର ନୂତନ ସଭାପତି ଏବଂ କର୍ମକର୍ତ୍ତାଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ…

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୨୩ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ବାଡା ଜିଲାରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗୋଟିଏ ଟ୍ରକ୍‌ ଏବଂ ପ୍ରୋକୋଲିନ୍‌କୁ ଜାଳି ଦେଇଛନ୍ତି ମାଓବାଦୀ। କେନ୍ଦ୍ର ସ୍ବରାଷ୍ଟ୍ର…

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ହେବେ କି ଅଖିଳେଶ: ନିଜେ କଲେ ଖୁଲାସା

ଲକ୍ଷ୍ନୌ,୨୩।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା ବିରୋଧୀ…

ବୁଲା ବିକାଳିଙ୍କ କବ୍‌ଜାରେ ବଜାର ପିଣ୍ଡି

ରାୟଗଡ଼ା,୨୩ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ଠାରେ କୌଣସି ସ୍ଥାୟୀ ପରିବା ବଜାର ନିର୍ମାଣ ହୋଇନାହିଁ ା ତେଣୁ ଯିଏ ଯେଉଁଠି ବସି ବ୍ୟବସାୟ କଲା ସେଠାକୁ…

ତୁଟୁନାହିଁ ପାଣି ସମସ୍ୟା

ନୟାଗଡ଼ ଅଫିସ,୨୩ା୩: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକର ବଣବାଣପୁରଠାରେ ଥିବା ପାନୀୟଜଳ ପ୍ରକଳ୍ପର ପାଣି ପମ୍ପ ପାଖରେ ମହାନଦୀର ଜଳଧାର ଶୁଖିଯିବା ଓ ୨ଟି ପାଣିପମ୍ପ ଅଚଳ…

ପାକିସ୍ତାନରେ ଜଳ ସଙ୍କଟ ଅଣାୟତ୍ତ

ଇସଲାମାବାଦ,୨୩।୩: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ମଧ୍ୟ ବର୍ତ୍ତମାନ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି।…

ଜଳ ଅପଚୟ

ଭଞ୍ଜନଗର, ୨୩ା୩(ଡି.ଏନ୍‌.ଏ): ବିଶ୍ୱ ଜଳ ଦିବସ ବୁଧବାର ପାଳିତ ହୋଇଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜଳର ଅପଚୟକୁ ରୋକିବା ଏବଂ ବିଶୁଦ୍ଧ ପାଣି…

ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି ଶିଶୁ

ବୁଗୁଡ଼ା, ୨୨ା୩(ଡି.ଏନ୍‌.ଏ.): ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ର ସ୍ଲୋଗାନ ଏବେ ବୁଗୁଡ଼ା ଅଞ୍ଚଳରେ ଫେଲ୍‌ ମାରିଥିବା ଦେଖବବାକୁ ମିଳିଛି। ୩ ରୁ ୧୪ ବର୍ଷ ପିଲାଙ୍କ ପାଇଁ…

କଙ୍ଗନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ‘ଲକ୍ଷ୍ମୀବାଇ’ କଙ୍ଗନା ରାଣାୱତ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। କଙ୍ଗନା ୨୩ ମାର୍ଚ୍ଚ ୧୯୮୭ରେ ହିମାଚଳ ପ୍ରଦେଶର ମାଣ୍ଡି ଜିଲାର ଭାମବାଲାଠାରେ ଜନ୍ମଗ୍ରହଣ କରିଥିଲେ।…