ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ

ଯାଜପୁର ଟାଉନ,୨୩ା୩(ଡି.ଏନ.ଏ.): ଜଣେ ୪ର୍ଥ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍‌ ରାସ୍ତାରୁ ଅପହରଣ କରି ନେଇ ବଳାତ୍କାର କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୦ଜେଲ ଦଣ୍ଡାଦେଶ ସହ…

ଠେଲାଗାଡ଼ିରେ ଗଲେ ଡାକ୍ତରଖାନା

ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ…

ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ…

ଅବଧି ସରିଲାଣି, କାମ ସରୁନି

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର…

ବସ୍‌କୁ ଅପେକ୍ଷା କରିଥିଲେ ଯାତ୍ରୀ, ମାଡିଗଲା ଗାଡି : ୫ ମୃତ, ଅନେକ ଆହତ

ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ଟନକପୁରରେ ଅବସ୍ଥିତ ପୂର୍ଣ୍ଣଗିରି ଧାମରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡି ଅନେକ ଲୋକଙ୍କ ଉପରେ ମାଡିଯିବାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି।…

ଅସରାଏ ବର୍ଷାରେ ରାସ୍ତାକଡ଼ ମାଟି ଧସିଲା

ପଟ୍ଟାମୁଣ୍ଡାଇ,୨୩ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ଦକ୍ଷିଣପାର୍ଶ୍ୱ ବନ୍ୟା ବନ୍ଧ ପ୍ରଶସ୍ତିକରଣ ଓ ସୁଦୃଢିକରଣ କାର୍ଯ୍ୟ ଚାଲିଛି। ନିମ୍ନମାନର କାମ ଯୋଗୁ ଅସରାଏ…

ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ମାମଲା: ରାହୁଲ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ ଦଣ୍ଡାଦେଶ…

ସୁରଟ,୨୩।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା…

ବ୍ରିଟେନ ୟୁକ୍ରେନ ସୈନ୍ୟଙ୍କୁ ଦେଉଛି ତାଲିମ…

ଓ୍ବାଶିଂଟନ,୨୩।୩ : ଗତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରତିଦିନ ଏକ ନୂଆ ମୋଡ଼ ଆସିବାରେ ଲାଗିଛି। ନିକଟରେ ଅନ୍ତର୍ଜାତୀୟ ଅପରାଧ…

ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି

ନୂଆଦିଲ୍ଲୀ,୨୩।୩:କଳା, ସମାଜ କଲ୍ୟାଣ, ବିଜ୍ଞାନ, ଡାକ୍ତରୀ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦୬ ଜଣ ବିଶିଷ୍ଟ ବ୍ୟକ୍ତି ଚଳିତବର୍ଷ…

ଶୁଖିଲା ପଡ଼ିଛି ମହାନଦୀ

ଭୁବନେଶ୍ୱର,୨୩ା୩(ବ୍ୟୁରୋ):ବୁଧବାର ବିଧାନସଭାର ଶୂନ୍ୟକାଳରେ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି,…