ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ: ରୋଗୀ ସେବା ଠପ୍‌

ବେଗୁନିଆପଡ଼ା,୭।୨(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଭଳିସ୍ଥିତିରେ ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪…

ଥୋରାଟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ପାଟୋଲ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେବା ପରେ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ…

ଗାପାଳଙ୍କ ସହ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଛି। ଓଏସ୍‌ଏପିର ୨ୟ…

ତୁର୍କୀ ଭୂକମ୍ପକୁ ନେଇ ଭାବପ୍ରବଣ ହେଲେ ମୋଦି: କହିଲେ, ଯଥା ସମ୍ଭବ ସହାୟତା କରିବି

ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ ବୈଠକରେ…

ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା

ଉଦୟପୁର, ୭।୨: ରାଜସ୍ଥାନର ଉଦୟପୁରରରେ ଏକ ଅଭାବନୀୟ ଘଟଣା ଘଟିଛି। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ଅଧିକାରୀ ରାଜୁ ପରମାରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ…

ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଗିରଫ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀ ମଙ୍ଗଳବାର ଗିରଫ ହୋଇଛନ୍ତି। ମୁମ୍ବାଇର ଓସିୱାରା ପୋଲିସ ଆଦିଲ ଖାନଙ୍କୁ ଗିରଫ କରିଥିବା…

ରାଜ୍ୟରେ ବଢିବ ତାପମାତ୍ରା

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ କମିବ ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ। ଏଥିସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର…

ବିଧାନସଭାର ସିଏଲ୍‌ପି ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ନାସିିକ ବିଧାନ ପରିଷଦ ନିର୍ବାଚନ ପରେ ବାଲାସାହେବ ଥୋରାଟ ଏବଂ ପ୍ରଦେଶ…

ଲଗାଣ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ୩୬ ଜୀବନ

ପେରୁ, ୭।୨: ଲଗାତର ବର୍ଷା ଯୋଗୁ ଦକ୍ଷିଣ ପେରୁର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୩୬ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି।…