ହାତୀ ଆକ୍ରମଣରେ ଜଣେ ଗୁରୁତର

ମୋରଡା,୪।୫(ଡି.ଏନ.ଏ.): ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧିନ ସଂଘାଡ଼ିହି ଗ୍ରାମର ମଙ୍ଗଲ ହେମ୍ବ୍ରମ (୩୮) ବୁଧବାର ରାତିରେ…

ୟୁକ୍ରେନ ପାଇଁ ୩୦୦ ନିୟୁତ ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ ରୁଷିଆ ସାମନାରେ ଆମେରିକା…

ଦେଶୀ ମଦଭାଟିକୁ ବିରୋଧ, ଭାଙ୍ଗିଦେେଲେ ଗ୍ରାମବାସୀ

କୋଡ଼ିଙ୍ଗା, ୪।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ଡାଡିଆ ମଝିଗୁଡା ଗାଁରେ ଦେଶୀମଦ ଭାଟିକୁ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଆସି…

ପାଣି ଟାଙ୍କି ନିର୍ମାଣ ସରିଲାନି, ଲୋକେ ହନ୍ତସନ୍ତ

ମାଥିଲି,୪ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଉଥିବା ପାଣି ଟାଙ୍କି କାମ ୩ ବର୍ଷ ପରେ ବି ସରିଲାନି।…

ଜେଲେନସ୍କିଙ୍କୁ ହତ୍ୟା କରିବା ଛଡା ଅନ୍ୟ କିଛି ବିକଳ୍ପ ନାହିଁ: ଧମକ ଦେଲା ରୁଷିଆ…

ମସ୍କୋ,୪।୫ : ରୁଷିଆ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପରେ ରୁଷି ଅତ୍ୟନ୍ତ କ୍ରୋଧିତ ହୋଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ…

ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ ଶ୍ରେଣୀରେ…

ଧିମେଇ ଚାଲିଛି ନୂଆଗାଁ ବ୍ଲକର ବିକାଶ

ନୂଆଗାଁ, ୪।୫(ଡି.ଏନ.ଏ.): ଗାଁଠୁ ସହର ଯାଏ ସବୁର ଉନ୍ନତି ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେହି ଅନୁଦାନକୁ ସଠିକ ଭାବେ…

୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ…

୨୮ ଜଣିଆ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୪ା୫(ସ୍ପୋଟର୍‌ସ ବ୍ୟୁରୋ): ଜାତୀୟ ସବ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ପାଇଁ ବୁଧବାର ୨୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅମୀଷା କୁଲ୍ଲୁଙ୍କୁ ଏହି ଦଳର…

ସୁନୀଲଙ୍କୁ ସଂଯୋଜକ ଦାୟିତ୍ୱ

ଭୁବନେଶ୍ୱର, ୪ା୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଲାଗି ପ୍ରସ୍ତୁତି ସକାଶେ ଆୟୋଜିତ ଜାତୀୟ ଫୁଟ୍‌ବଲ ଦଳର କୋଚିଂ କ୍ୟାମ୍ପ ପାଇଁ ସୁନୀଲ ମିତ୍ରଙ୍କୁ ସଂଯୋଜକ…