ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅଜିତ ପାଓ୍ବାର!

ମୁମ୍ବାଇ,୪।୫: ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ କଳ୍ପନା ଜଳ୍ପନା ଲାଗି ରହିଛି। ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର…

କର୍ନାଟକରେ ଆଜି ପ୍ରଚାର କରିବେ ପ୍ରିୟଙ୍କା-ଖାର୍ଗେ

ବେଙ୍ଗାଲୁରୁ,୪।୫: କର୍ନାଟକରେ ବିଧାନସଭା ନିର୍ବାଚନ ମାତ୍ର ଅ ଦିନ ବାକି ଅଛି। ତେବେ ରାଜ୍ୟରେ ରାଜନୈତିକ ଦଳର ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଆରମ୍ଭ ହୋଇଯାଇଛି। କଂଗ୍ରେସ…

ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…

ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ ଏକ…

‘ଆମେ ମେଡାଲ ଫେରାଇ ଦେବୁ’ ମିଡନାଇଟ ହଙ୍ଗାମା ପରେ ରେସଲରଙ୍କ ପ୍ରଥମ ପ୍ରେସ କନଫରେନ୍ସ, କହିଲେ ଆମ ଲଢେଇ ସରକାରଙ୍କ ସହ ନୁହେଁ

ନୂଆଦିଲ୍ଲୀ,୪।୫: ଜନ୍ତର ମନ୍ତରରେ ବୁଧବାର ବିଳମ୍ବିତ ରାତିରେ ହଙ୍ଗାମା ପରେ ଧାରଣାରେ ବସିଥିବା ରେସଲରମାନେ ଗୁରୁବାର ସକାଳେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏମାନେ କହିଛନ୍ତି ଆମର…

ମନା କରିବା ପରେ ମଧ୍ୟ କାହିଁକି ବଢ଼ାଇଲ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟାକାଳ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୫ : ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା…

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ ହୁଏ…

ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା ଅଫିସ,୪।୫: ଜନ୍ମମାଟି ମୟୁରଭଞ୍ଜ ଜିଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି। ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ…

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ବାରମୂଳାର ପଟ୍ଟନ ଅଞ୍ଚଳର କ୍ରେରି ଗ୍ରାମରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଘଟଣାସ୍ଥଳରୁ ଗୋଟାଏ ଏ.କେ.…

ବଳାତ୍କାର ଅଭିଯୋଗକୁ ଖଣ୍ଡନ କଲେ ଟ୍ରମ୍ପ, କହିଲେ ଏହା ଶସ୍ତା-ହାସ୍ୟାସ୍ପଦ କାହାଣୀ…

ଓ୍ବାଶିଂଟନ,୪।୫ : ଲେଖିକା ଇ. ଜିନ କାରୋଲଙ୍କ ଦ୍ୱାରା ହୋଇଥିବା ବଳାତ୍କାର ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାରର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ ମାନହଟ୍ଟନ…