ଅପରେଶନ ମାଧ୍ୟମରେ ଉଚ୍ଚତା ବୃଦ୍ଧି

ବର୍ଲିନ୍‌: ଅଧିକ ସୁନ୍ଦର ଦେଖାଯିବାକୁ ଲୋକେ କେତେ କ’ଣ ପନ୍ଥା ଆପଣେଇଥା’ନ୍ତି। ଏପରିକି ଅନେକେ ମୁହଁର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ ସର୍ଜରି…

ସୁନ୍ଦରଗଡ଼, ବରଗଡ଼ ବିଜୟୀ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର କ୍ୱାର୍ଟରଫାଇନାଲ ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହୋଇଛି। ଶୁକ୍ରବାର ସୁନ୍ଦରଗଡ଼ ଓ ବରଗଡ଼…

ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ…

ପ୍ରଥମ ଦିନରେ ଓଡ଼ିଶା ଖେଳାଳିଙ୍କୁ ୩ ପଦକ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁ ସ୍ଥିତ ଶ୍ରୀ କାନ୍ତିବୀରା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାଶନାଲ ଚାମ୍ପିୟନଶିର ପ୍ରଥମ ଦିନରେ ଓଡ଼ିଶା ଆଥଲେଟଙ୍କୁ ୩ ପଦକ।…

ମାଉଣ୍ଟ ଏଲବ୍ରୁସରେ ସିଦ୍ଧାର୍ଥ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାର ପର୍ବତାରୋହଣକାରୀ ସିଦ୍ଧାର୍ଥ ରାଉତରାୟ ୟୁରୋପର ସର୍ବୋଚ୍ଚ ଗିରି ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିଛନ୍ତି। ମେ ୩ ତାରିଖରେ ସିଦ୍ଧାର୍ଥ ଏହି ପର୍ବତ…

ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌: ଓଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ବୃହତ୍‌ ବିଜୟ ହୋଇଛି। ଶୁକ୍ରବାର ଶାହିବାଗରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା…

କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ

ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ ବିକ୍ରୟ…

ଚୁଲିରେ ରୋଷେଇ କଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇ,୬ା୫: କ୍ରିକେଟର ଭଗବାନ ତଥା ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଚୁଲିରେ ରୋଷେଇ କରିଛନ୍ତି। ନିକଟରେ ସେ ନିଜର ୫୦ ତମ ଜନ୍ମ ଦିବସ ପାଳନ…

ପଲୁରୁ ଅଞ୍ଚଳରେ ୨ ମାସ ମଧ୍ୟରେ ହେବ ପୁଷ୍ପା-୨ ଶୁୁଟିଂ

ମାଲକାନଗିରି,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲୁରୁ ଅଞ୍ଚଳରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ ଚଳଚ୍ଚିତ୍ର ଶୁଟିଂ। ଶୁକ୍ରବାର ପୁଷ୍ପା-୨ ଚଳଚ୍ଚିତ୍ରର…

ଅଶ୍ୱିନୀ, ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗୀର ଅଫିସ,୬ା୫: ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ବଚ୍‌’ର ମିଳିତ…