ଆଇପିଏଲ୍‌ ପୂର୍ବରୁ ଆର୍‌ସିବିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଦଳଗୁଡିକରୁ ଅନେକ ଖେଳାଳି ବାଦ୍‌ ପଡ଼ୁଛନ୍ତି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା…

ଫାୟାର ଫେଷ୍ଟିଭାଲ୍‌ରେ ଅଘଟଣ: ଚାଲିଗଲା ୧୧ ଜୀବନ

ଜେହରାନ୍‌, ୧୫। ୩: ଇରାନ୍‌ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ ସେବା…

ଦିଲ୍ଲୀରେ ଜାରି ରହିବ ବର୍ତ୍ତମାନର ଅବକାରୀ ନୀତି: କେଜ୍‌ରିୱାଲ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଚାଲିଥିବା ଅବକାରୀ ନୀତି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନର ଅବକାରୀ ନୀତିକୁ ୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ଭାରତ-ଅଷ୍ଟ୍ରେଲିଆ ସିରିଜରେ ନଜର ଆସିବେ ନାହିଁ ଏହି ୫ କ୍ରିକେଟର, ନିରାଶ ହେବେ ପ୍ରଶଂସକ !

ନୂଆଦିଲ୍ଲୀ,୧୫।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ଖେଳାଯିବ। ଏହାପୂର୍ବରୁ କିଛି ଖେଳାଳି ସିରିଜରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଅଧିନାୟକ…

୩ ଦିନ ହେବ ଗୃହରେ ମୋ ମାଇକ୍‌ ବନ୍ଦ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଲୋକ ସଭା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଗୃହରେ ସରକାରୀ ପ୍ରାୟୋଜିତ ବ୍ୟାଘାତ ପ୍ରସଙ୍ଗ…

ଉଦ୍ଧବଙ୍କ ହାତ ଛାଡିଲେ ଘନିଷ୍ଠ ସହଯୋଗୀ

ପୁଣେ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଠାକ୍‌ରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ…

ମାତ୍ର ୯୦ ସେକେଣ୍ଡ୍‌ରେ ଗର୍ଭସ୍ଥ ଶିଶୁର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ବିରଳ ଅସ୍ତ୍ରୋପଚାର ହୋଇଛି। ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ହୃଦପିଣ୍ଡ ମାତ୍ର ୯୦…

ହାର୍ଦ୍ଦିକ ଅଧିନାୟକ, ଶ୍ରେୟସ ବାଦ୍‌… ଭାରତ ପାଇଁ ସହଜ ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ

ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜ ଖେଳିବ ଭାରତ। ମାର୍ଚ୍ଚ ୧୭ରେ ସିରିଜର ପ୍ରଥମ ମୁକାବିଲା ମୁମ୍ବାଇରେ ଖେଳାଯିବ। ଏହି…

ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ କରିଛି।…

ଡ୍ରେନ୍‌ ସଫା କରିବା ବେଳେ ଶ୍ୱାସରୁଦ୍ଧ: ଜଣଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆଉ ୩ ବ୍ୟକ୍ତି…

ପୁଣେ,୧୫।୩: ମହାରାଷ୍ଟ୍ର ପୁଣେର ବାରାମାଟିରେ ବୁଧବାର ଏକ ଅଘଟଣ ଘଟିଛି। ଡ୍ରେନ୍‌ରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରବୀଣ ଅଟୋଲେ, ଭାନୁଦାସ ଅଟୋଲେ,…