ଶୁକ୍ରବାର ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ: ୪,୪୦୦କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପର…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ ଗୁଳିକରି…

ଯୁବକଙ୍କୁ ମାଡ଼ମାରି ଲୁଟି ନେଲେ ସୁନା ଚେନ୍‌, ଟଙ୍କା

ବ୍ରହ୍ମପୁର ଅଫିସ,୧୧ା୫: ଶେରଗଡ଼ ବାଇସିଙ୍ଗି ଗ୍ରାମର ଧୁର୍ଜଟି ପ୍ରଧାନ ଓ ତାଙ୍କର ଦୁଇ ସାଙ୍ଗଙ୍କୁ କେତେକ ଦୁର୍ବୃତ୍ତ ମାଡ଼ମାରି ସୁନା ଚେନ, ମୋବାଇଲ ଓ ଟଙ୍କା ଲୁଟି…

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।…

ସିସୋଡିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ଭିସି ମାଧ୍ୟମରେ ସ୍ତ୍ରୀଙ୍କ ସହ କଥା ହେବାକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ…

ସୁପ୍ରିମକୋର୍ଟଙ୍କ ରାୟ ପରେ ସର୍ଭିସ ସେକ୍ରେଟାରୀଙ୍କୁ ହଟାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହି ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ…

ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

କୋଲକାତା,୧୧।୫: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ଆଇପିଏଲର ୫୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ…

ଇମ୍ରାନଙ୍କୁ ଆଶ୍ୱସ୍ତି, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ପାକ୍‌ ସୁପ୍ରିମକୋର୍ଟ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି। ଏହାପୂର୍ବରୁ…

ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଉମର…

ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ସହ ଡେଟ୍‌ କରୁଛନ୍ତି ସୁସ୍ମିତା

ମୁମ୍ବାଇ,୧୧।୫: ଯଦି ଆମେ ହିନ୍ଦୀ ସିନେମାର ଦମ୍‌ଦାର ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ସୁସ୍ମିତା ସେନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ତାଙ୍କ ଚଳଚ୍ଚିତ୍ର…