ଓଡ଼ିଶା ଆଥ୍‌ଲେଟଙ୍କୁ ଆଶାତୀତ ସଫଳତା

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶା ଆଥ୍‌ଲେଟ୍‌ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ…

କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍‌ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି…

ଟ୍ରେଣ୍ଡ୍‌ସ ରଜ ରାଜକୁମାରୀର ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୬।୬ (ଅଭୟ ଦାଶ): ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଆୟୋଜିତ ‘ରଜ ରାଜକୁମାରୀ ପ୍ରତିଯୋଗିତା-୨୦୨୩’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି।…

ଭାରତୀୟ କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍‌ ଗ୍ରୁପ୍‌ ଖେଳାଳି ତାଲିକା…

ବେଦାନ୍ତକୁ ସର୍ବୋଚ୍ଚ ରପ୍ତାନିକାରୀ ପୁରସ୍କାର

ଭୁବନେଶ୍ୱର,୨୬।୬: ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି କୋଲକାତାର ଶ୍ୟାମା ପ୍ରସାଦ…

ଉପକୂଳ ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ଉଜୁଡ଼ିଛି

ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଗଛକଟା ହେଉଛି। ଅପରପକ୍ଷରେ ନିକଟ ମହାନଦୀ ଅପରପାର୍ଶ୍ୱରେ…

ଧସିଥିବା ଆପ୍ରୋଚ୍‌ ରାସ୍ତାକୁ ବାଲି ପକାଇ ମରାମତି

ଧର୍ମଶାଳା,୨୬ା୬(ବଟକୃଷ୍ଣ ପରିଡ଼ା): ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଉଦ୍‌ଘାଟନ ହୋଇଥିବା ସେତୁର ଆପ୍ରୋଚ ରୋଡ୍‌ ଧସିପଡ଼ିଥିବା ନେଇ ରବିବାର ଗଣମାଧ୍ୟମରେ…

ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ବର୍ଷର ମୌସୁମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଉକ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ…

ହୋଣ୍ଡାର ମନ୍‌ସୁନ ଚେକ୍‌-ଅପ୍‌ କ୍ୟାମ୍ପ

ନୂଆଦିଲ୍ଲୀ,୨୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏକ ୧୨ ଦିନିଆ ମନ୍‌ସୁନ୍‌ ଚେକ୍‌-ଅପ୍‌ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି।…

ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍‌ଓ କଲ୍‌ ମିସ୍‌ କରିଥିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍‌ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ହରାଇଥିଲେ…