ଜନବସତିକୁ ସୁରକ୍ଷା ଦେବ ଋଷିକୂଲ୍ୟା ନଦୀବନ୍ଧ ପ୍ରକଳ୍ପ

ଗଞ୍ଜାମ,୧୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଋଷିକୁଲ୍ୟା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଦାମୋଦରପୁର ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଗ୍ରାମବାସୀ…

କସ୍ମୋ ବଜାରର ମେଗା ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର…

ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର…

ଅଗଷ୍ଟ ୧୪ରେ ୧୯ତମ ରାଉଣ୍ଡ ଭାରତ-ଚାଇନା ଆଲୋଚନା…

ନୂଆଦିଲ୍ଲୀ,୧୩।୮ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତାକୁ ହ୍ରାସ କରିବା ପାଇଁ ୧୪ ଅଗଷ୍ଟରେ ଚୁସୁଲ ମୋଲଡୋରେ ୧୯ ତମ ରାଉଣ୍ଡ…

ପେରୁରେ ଏଲିଅନ ଆତଙ୍କ!

ପେରୁ,୧୩।୮: ପେରୁର ଏକ ଗାଁର ଏଲିଅନ ଆତଙ୍କ। ସାତ ଫୁଟ୍‌ ଉଚ୍ଚର ଏହି ଲମ୍ବା ପ୍ରାଣୀକୁ ଦେଖି ଗାଁ ଲୋକଙ୍କର ଛନକା ପଶିଛି। ଗୁଳି ମାରିଲେ ଟଳି…

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ…

ଚାଇନାରେ ବୁବୋନିକ ପ୍ଲେଗ ଆତଙ୍କ, ମଙ୍ଗୋଲିଆରେ ୨ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୧୩।୮ : ଚାଇନାର ଉତ୍ତର ଅଞ୍ଚଳ ଆଭ୍ୟନ୍ତରୀଣ ମୋଙ୍ଗୋଲିଆରେ ୨ ବୁବୋନିକ ପ୍ଲେଗ ମହାମାରୀ ରିପୋର୍ଟ ହୋଇଛି। ଅଗଷ୍ଟ ୭ ରେ ପୂର୍ବ ସଂକ୍ରମଣ ଚିହ୍ନଟ ହୋଇଥିଲା…

ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ…

ବାମହାତୀ ବ୍ୟକ୍ତି ଅଧିକ ସଫଳ

ଅଧିକାଂଶ ଲୋକ ଡାହାଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥା’ନ୍ତି। ସେମାନଙ୍କୁ ଲେଫ୍ଟି (ବାମହାତୀ )ବୋଲି…

ଚାଇନା-ପାକିସ୍ତାନ ଉପରେ ନଜର ରଖିବା ପାଇଁ ସୀମାରେ ମୁତୟନ ହେଲା ହେରନ ମାର୍କ-୨

ନୂଆଦିଲ୍ଲୀ,୧୩।୮: ଭାରତ ତାର ଶତ୍ରୁଙ୍କୁ ଚିତ୍‌ ପଟାଙ୍ଗ କରିବା ପାଇଁ ପ୍ରତିରକ୍ଷା କ୍ଷମତା ବଢାଇବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ତାର ପ୍ରତିରକ୍ଷା କ୍ଷେତ୍ରରେ ହେରନ ମାର୍କ-୨…