Posted inଜାତୀୟ

ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ …

ଉଦାମପୁର,୨୧।୯: ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପାଟନିଟୋପ୍‌ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା।

ପ୍ରବଳ କୁହୁଡ଼ି ଯୋଗୁ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ଖୋଜିବା ଭାରତୀୟ ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ପାଇଲଟ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭତ୍ତି କରିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟଙ୍ଗ ଚିତ୍ରକର ବିକାଶ ସାବ୍‌ନିସଙ୍କ ଦେହାନ୍ତ

ମୁମ୍ବାଇ,୨୯ା୧୨(ପି.ଟି.): ଜଣାଶୁଣା ବର୍ଷୀୟାନ ବ୍ୟଙ୍କ ଚିତ୍ରକର ବିକାଶ ସାବ୍‌ନିସ୍‌ଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ବାଲ୍‌...

ଜମ୍ମୁ ତାୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ଲଗାଇଦେଲେ ନିଆଁ

ପାଟନା,୧୭।୬: ସେନାରେ ନୂତନ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଲଗାତାର ତୃତୀୟ ଦିନ ପାଇଁ ବିହାରରେ ତୀବ୍ର ପ୍ରଦର୍ଶନ କରାଯାଇଛି। ଆଜି ସକାଳେ ବିହାରର ସାମସ୍ତିପୁରରେ...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ, ୨୭ରେ ମତଦାନ

ଲକ୍ଷ୍ନୌ,୨୫ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର...

ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ଭାଜପା, ଶାହାଙ୍କୁ ଘେରିଲା ଟିଏମସି…

କୋଲକାତା,୧୨।୧୦ : ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଗାଙ୍ଗୁଲି...

ଶିନ୍ଦେଙ୍କୁ ସମର୍ଥନ ଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ,୩୦।୭: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳକୁ ଏକାଠି ରଖିବାରେ ସେ ଏକପ୍ରକାର ସଂଘର୍ଷ କରୁଛନ୍ତି। ଏହି ସମୟରେ...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

ଲିଭ୍‌ଇନ୍‌ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା

ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍‌ଇନ୍‌ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ...

ପ୍ରେମିକାକୁ ଆଲିଙ୍ଗନ କରି ବୋମା ଲାଗାଇଲେ ପ୍ରେମିକ ଉଭୟଙ୍କ ମୃତ୍ୟୁ

ଥିରୁଭାନନ୍ତପୁରମ,୨୮।୪: କେରଳର ଓ୍ବାୟନାଡରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ଏକ ବିବାହିତ ପ୍ରେମି ଯୁଗଳ ବୋମା ବିସ୍ଫୋରଣ କରି ନିଜକୁ ଉଡାଇ...

Advertisement
Archives

Model This Week