Posted inଫୁରସତ

ବର-କନ୍ୟାଙ୍କୁ ଉପହାର ମିଳିଲା ଏସବୁ, ଭିଡ଼ିଓ ଭାଇରାଲ ପରେ ୟୁଜର ଲେଖିଲେ ଏଭଳି…

ପ୍ରୟାଗରାଜ,୪।୨ : ବହୁ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କେତେକ ଭିଡିଓରେ, ବର ଏବଂ କନ୍ୟାଙ୍କର ମଜାଳିଆ କାର୍ଯ୍ୟ ରହିଥାଏ। ବେଳେବେଳେ କେତେକ ଅତିଥି ଏପରି କିଛି କରନ୍ତି ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ। ସମ୍ପ୍ରତି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବରଙ୍କୁ ଉପହାର ସହିତ କନ୍ୟାଙ୍କୁ ଅନେକ ୫୦୦ ଟଙ୍କିଆ ନୋଟ ମିଳିଛି। ଭିଡିଓ ଦେଖିବା ପରେ ୟୁଜରମାନେ କହିଛନ୍ତି ଆମେ ମଧ୍ୟ ଏପରି ୫୦୦ ଟଙ୍କିଆ ନୋଟ ଦେଉଥିବା ସମ୍ପର୍କୀୟ ଚାହୁଁଛୁ ।

ଭିଡିଓରେ, ଏକ ଦମ୍ପତି ବିବାହ ପରେ ରିସେପ୍ସନରେ ମଞ୍ଚ ଉପରେ ଠିଆ ହୋଇଛନ୍ତି, ଯେତେବେଳେ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚି ବରକୁ ସୁନା ଚେନ ପିନ୍ଧାଉଛନ୍ତି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି। ବ୍ୟକ୍ତି ଜଣକ ତାଙ୍କ ପକେଟରୁ ଏକ ୫୦୦ ଟଙ୍କିଆ ନୋଟ ବିଡା ବାହାର କରି କନ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ନୋଟ ଦେବା ଆରମ୍ଭ କରୁଛନ୍ତି।

ଭିଡିଓରେ, ଏକ ଦମ୍ପତି ବିବାହ ପରେ ରିସେପ୍ସନରେ ମଞ୍ଚ ଉପରେ ଠିଆ ହୋଇଛନ୍ତି, ଯେତେବେଳେ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚି ବରକୁ ସୁନା ଚେନ ପିନ୍ଧାଉଛନ୍ତି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି। ବ୍ୟକ୍ତି ଜଣକ ତାଙ୍କ ପକେଟରୁ ଏକ ୫୦୦ ଟଙ୍କିଆ ନୋଟ ବିଡା ବାହାର କରି କନ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ନୋଟ ଦେବା ଆରମ୍ଭ କରୁଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ଜଣକ ବରକୁ ଗୋଟିଏ ପରେ ଗୋଟିଏ ନୋଟ ଦେଉଛନ୍ତି। ଏହାର କିଛି ସମୟ ପରେ ସେ ସଙ୍ଗୀତର ତାଳେତାଳେ ନାଚୁଥିବାବେଳେ ନୋଟ ଉଡାଇବା ଆରମ୍ଭ କରିଥିଲେ। ଶେଷରେ ସେ ବର କନ୍ୟାଙ୍କୁ ଅଭିନନ୍ଦନ ଜଣାଇ ମଞ୍ଚରୁ ଓହ୍ଲାଇଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜରମାନେ ଏହା ଉପରେ ଅନେକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ଜଣେ ଫେସବୁକ ୟୁଜର ଲେଖିଛନ୍ତି ମୋର ମଧ୍ୟ ଏଭଳି ସମ୍ପର୍କୀୟ ଦରକାର । ଅନ୍ୟଜଣେ ଲେଖିଛନ୍ତି ସେ ଏପରି ପ୍ରକାରର ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଅନାବଶ୍ୟକ।
ଜଣେ ଲେଖିଛନ୍ତି ବର ମଧ୍ୟ ନିଶ୍ଚିତ ଭାବରେ ଭାବୁଥିବେ ଯେଦି ଏହିପରି ନୋଟ ବର୍ଷା ଜାରି ରହେ, ତେବେ ମୁଁ ଦିନସାରା ଏଠାରେ ଠିଆ ହେବି ।

 

https://www.facebook.com/100067164110169/videos/300775262974860/?__so__=watchlist&__rv__=video_home_www_playlist_video_list

 

 

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri