Posted inରାଜ୍ୟ

ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୨୩ା୧୧: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଡ଼ା ଝଟକା ଲାଗିଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପାରଳାଖେମୁଣ୍ଡି IIC ଓ SDJM କୋର୍ଟଙ୍କ ଚିଠି ଆଧାରରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁସାରେ, କପ୍ତିପଦା ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ LI ଭାବେ କାର୍ଯ୍ୟରତ ଥିଲେ ବିଦ୍ୟାଭାରତୀ । ACF ସୌମ୍ୟ ମୃତ୍ୟୁ ଘଟଣାରେ ଗତ ୨ ତାରିଖରେ ଆତ୍ମସମର୍ପଣ କରିଥିଲେ । ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିବା ଦିନଠାରୁ ନିଲମ୍ବନ ଆଦେଶ ଲାଗୁ ହୋଇଛି । ଆତ୍ମସମର୍ପଣ କରିବା ପରଠୁ କୋର୍ଟଙ୍କ ନିର୍ଦ୍ଦେଶରେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲେନ ଶାହଙ୍କ ଦୂରଦୃଷ୍ଟିକୁ ମୋଦିଙ୍କ ପ୍ରଶଂସା, କହିଲେ ନେପାଳ ବିନା ଆମ ରାମ ଅଧୁରା

ନୂଆଦିଲ୍ଲୀ,୨୩ା୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ପ୍ରଥମ ରାଜକୀୟ ଭାରତ ଗସ୍ତ ଅବସରରେ ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ସୋମବାର…

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଚିଲା ଗସ୍ତରେ ଆସି ବାତ୍ୟା ଏବଂ ବନ୍ୟା ଯୋଗୁ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି…

ପୁରୁଷୋତ୍ତମପୁରରେ ବନ୍ୟା କ୍ଷୟକ୍ଷତି ପରଖିଲେ ମୁଖ୍ୟମନ୍ତ୍ରୀ, ଋଣ ଛାଡ଼ ପାଇଁ ଚାଷୀଙ୍କ ନିବେଦନ

ପୁରୁଷୋତ୍ତମପୁର,୨୩ା୧୧(ସବିତା ମିଶ୍ର): ବନ୍ୟାରେ ଉଜୁଡ଼ିଛି ସୁନାର ଫସଲ, ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷଜମି । ଋଣ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଏବେ…

ଓଡ଼ିଶା ପୋଲିସରେ ୨୬ ହଜାର ପଦବୀ ଖାଲି, ମୁଖ୍ୟମନ୍ତ୍ରୀ କହିଲେ….

ଭୁବନେଶ୍ୱର,୨୩ା୧୧: ଓଡ଼ିଶା ପୋଲିସ ବିଭାଗରେ ବିପୁଳ ସଂଖ୍ୟକ ପଦବୀ ଖାଲି ପଡ଼ିଛି । ରାଜ୍ୟ ପୋଲିସ ବିଭାଗରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ…

ବଦଳି ପରେ ସ୍କୁଲ ଛାଡୁନାହାନ୍ତି ପ୍ରଧାନଶିକ୍ଷକ, ଗେଟ୍‌ରେ ତାଲା ପାଇଲେ ଗ୍ରାମବାସୀ

ପାଟଣା,୨୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପୋଷିସ୍ଥିତ ଜନତା ହାଇସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ସେଠୀଙ୍କ ବଦଳି ହୋଇଥିଲେ ମଧ୍ୟ ସେ ଦୀର୍ଘ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଅଙ୍ଗୁର, କୋଲେଷ୍ଟରଲ୍‌ କଣ୍ଟ୍ରୋଲ କରିବା ସହ…

ଅଙ୍ଗୁରରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ସଂକ୍ରମଣ ବା ଇନଫେକ୍‌ଶନ ଆଶଙ୍କାକୁ କେତେକାଂଶରେ ଦୂର କରିପାରେ ବୋଲି…

ଭାରତ-ପାକିସ୍ତାନ ଖେଳାଳିମାନେ ପରସ୍ପର ସହ ‘ହ୍ୟାଣ୍ଡ ସେକ୍‌’ନ କରିବା ପରେ ବି କାହିଁକି ଚୁପ ରହେ MCC? ସାମ୍ନାକୁ ଆସିଛି ଏହାର ମୁଖ୍ୟ କାରଣ

ନୂଆଦିଲ୍ଲୀ,୨୩।୧୧: ଗତ ପ୍ରାୟ ଏକ ବର୍ଷ ହେବ, ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ସାମ୍ନା କରିଛନ୍ତି, ସେତେବେଳେ ଉଭୟ ପକ୍ଷର ଖେଳାଳିମାନେ…

‘ସିରାଜ ମୋର ଭଲ ବନ୍ଧୁ, କିନ୍ତୁ…’, ଦଳରୁ ବାଦ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗିଲ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ର ବେସିନ୍‌ ରିଜର୍ଭ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?