ବିଭିନ୍ନ ପ୍ରକାରର ଅଜବ ସାମଗ୍ରୀରେ ହୋଇଥିବା କଳାକୃତୀ ତ ଦେଖିଥିବେ। ତେବେ ନିକଟରେ ଜଣେ କଳାକାରଙ୍କ କଳାକୃତୀ ବେଶ୍ ଚର୍ଚ୍ଚାରେ ଅଛି। ସେ ଏହି କଳାକୃତୀ ଯେଉଁଥିରେ ତିଆରି କରିଛନ୍ତି ତାକୁ ଦେଖିଲେ ବିଶ୍ୱାସ କରିହେବନି ଯେ, ଏଥିରେ ବି ଏଭଳି ସୁନ୍ଦର କଳାକୃତୀ କରିହେବ। ସେ ଅଖରୋଟରେ କରିଛନ୍ତି ଏହି କଳାକୃତୀ। ଏତେ ଛୋଟ ଜିନିଷକୁ ସେ ଦୁଇ ଫାଳ କରି କାଟି ତା’ର ଭିତର ଅଂଶକୁ ଘରର ଲୁକ୍ ଦେଉଛନ୍ତି। ବାଦାମର ଗୋଟିଏ ଭାଗକୁ ସେ କବାଟକୁ ଜଏଣ୍ଟ କଲାଭଳି କବ୍ଜା ଲଗାଇ ଜଏଣ୍ଟ କରିଛନ୍ତି। ଆଉ ତା’ର ବିପରୀତ ଭାଗକୁ କବାଟ ଖୋଲିଲା ପରି ଖୋଲିଲେ ଭିତରେ ଘରର ଦୃଶ୍ୟ ଦେଖିବାକୁ ମିଳେ। କେତେବେଳେ ଅଖରୋଟ ଭିତରେ ଷ୍ଟଡି ରୁମ୍ ତ କେବେ କିଚେନ, ପୁଣି କେବେ ଏଥିରେ ସେ ବେଡରୁମ୍ର ସୁନ୍ଦର ଡିଜାଇନ୍ ବେଶ୍ ନିଖୁଣଭାବେ କରିଛନ୍ତି। ଛୋଟ ଛୋଟ ଆସବାବ ପତ୍ର, ଫୁଲଦାନୀ, ବହି ଥାକରେ ସଜାଇ ହୋଇ ରହିଥିବା ବହି, ଲ୍ୟାମ୍ପ, ପରଦା ଓ ଅନ୍ୟ ଘରସଜ୍ଜା ସାମଗ୍ରୀରେ ସଜ୍ଜିତ ସେହି ଘରଗୁଡିକ ଏତେ ସୁନ୍ଦର ଲାଗେ ଯେ, ଯେତେ ଦେଖିଲେ ବି ମନ ଭରିବ ନାହିଁ। ଛୋଟ ଛୋଟ ପ୍ରାଣୀ ଯେମିତିକି କୁକୁର ବିଲେଇ ସେହି ଘରେ ବସିଥିବା ଓ ଲାଇଟ୍ ଜଳୁଥିବା ବି ଦେଖିପାରିବେ। ଏତେ ଛୋଟ ଅଖରୋଟ ଭିତରେ ଏତେ ଛୋଟ ଛୋଟ ସାମଗ୍ରୀକୁ ନେଇ ଜୀବନ୍ତ ଦୃଶ୍ୟ ତିଆରି କରିବା କେତେଯେ, କଷ୍ଟକର ତାହା କେବଳ ଏହାକୁ ତିଆରି କରିଥିବା କଳାକାର ଜାଣନ୍ତି।
ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…
ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍ ଇଣ୍ଟରନ୍ୟାଶନାଲ ପିସ୍ ରିସର୍ଚ୍ଚ…
ଜାଣନ୍ତି କି ପାଇପ୍ଲାଇନ୍ ଗ୍ୟାସ୍ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…
ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍ ନାଚୁରାଲ୍ ଗ୍ୟାସ୍) ଆଡ଼କୁ ମୁହାଁଇଛନ୍ତି। ଆଜି…
ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…
ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…
ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …
ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…
ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…
ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!
ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…
ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ
ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍ଠାରୁ…
ହୋଟେଲ ରୁମ୍ କିମ୍ବା ଚେଞ୍ଜିଂ ରୁମ୍ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…
ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…
Archives

