Posted inଖେଳ

ମା’-ବାପାଙ୍କୁ କନ୍ଦାଇଲେ ଏହି କ୍ରିକେଟର୍‌

ପାଟନା,୨୨।୨: ବିହାରର କ୍ରିକେଟର୍‌ ଇଶାନ କିଶନ ଟିମ ଇଣ୍ଡିଆରେ ମନୋନୀତ ହେବା ପରେ ତାଙ୍କର ଏକ କଲ ପିତାମାତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ତେବେ ତାଙ୍କ ମା’ବାପାଙ୍କ ଆଖିରେ ଏହି ଦୁଃଖର ନୁହେଁ ଖୁସିର ଲୁହ ଥିଲା। ଇଂଲଣ୍ଡ ବିପକ୍ଷ ଭାରତୀୟ ଦଳରେ ଇଶାନ ସ୍ଥାନ ପାଇଛନ୍ତି। ସେ ଏହି ସିରିଜ ସହିତ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ମଧ୍ୟ ସୁଯୋଗ ରହିଛି।
ଇଶାନଙ୍କୁ ଚୟନ ବିଷୟରେ ପ୍ରଥମେ ମା’ ବାପାଙ୍କୁ ପ୍ରଥମେ ତାଙ୍କ ଭାଉଜ ଜଣାଇଥିଲେ। ଏହାପରେ ଇଶାନଙ୍କ କଲ ମାତା ସୁଚିତ୍ରା ସିଂଙ୍କ ନିକଟକୁ ଆସିଥିଲା। ପୁଅ ମୁହଁରେ ଚୟନ ବିଷୟରେ ଶୁଣି ମା’ଙ୍କ ଆଖିରେ ଲୁହ ଆସିଯାଇଥିଲା।
ଇଶାନଙ୍କ ପିତା କହିଥିଲେ ଯେ ପିଲାଦିନରୁ ଭାରତ ଖେଳିବା ପାଇଁ ତାଙ୍କର କେବଳ ଗୋଟିଏ ସ୍ବପ୍ନ ଥିଲା। ଏବେ ଏହି ସ୍ବପ୍ନ ସ୍‌ପୂରଣ ହେବାକୁ ଯାଉଛ। ଏଥିପାଇଁ ସେ କଠିନ ପରିଶ୍ରମ କରିଥିଲେ।ସେ କହିଥିଲେ ଯେ ଯେତେବେଳେ ଇଶାନ ୯ମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ଏକ ପରୀକ୍ଷା ଦେବାକୁ ଯାଉଥିଲେ ଏବଂ ଏକ ମ୍ୟାଚ ମଧ୍ୟ ଥିଲା। ବିଦ୍ୟାଳୟ ନିର୍ଦ୍ଦେଶ ଦେଇଥିଲା ଯେ ଯଦି ଇଶାନ ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କ ନାମ ସ୍କୁଲରୁ କାଟି ଦିଆଯିବ। କିନ୍ତୁ ମୁଁ ମୋ ପୁଅକୁ ସମର୍ଥନ କରି କହିଲି ଯେ ସେ ମ୍ୟାଚ ଖେଳିବେ। କିନ୍ତୁ ମା’ ଚାହୁଁଥିଲେ ପୁଅ ଅନ୍ତତଃ ପକ୍ଷେ ମାଟ୍ରିକ ପରୀକ୍ଷାରେ ପାସ କରନ୍ତୁ । ଇଶାନଙ୍କ ମା’ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ପୁଅର ନାମ ନଆସିବା ପର୍ଯ୍ୟନ୍ତ ସେ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ ନାହିଁ ବୋଲି ପିତା କହିଛନ୍ତି। ଇଶାନ ଏବେ ଝାଡଖଣ୍ଡ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲ ଦଳର ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ଏବଂ ଗତ ସିଜନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri