ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଦିନସାରା ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଆକାଶରେ ହଜାର ହଜାର ରଙ୍ଗବେରଙ୍ଗ ଓ ବିଭିନ୍ନ କିସମର ଗୁଡି ଉଡ଼ିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସାରା ବିଶ୍ୱରୁ ବହୁ ସଂଖ୍ୟାରେ ଲୋକଙ୍କ ସୂଅ ଛୁଟିଥାଏ। ରୁଷ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ, କାନାଡା ଓ ଇଣ୍ଡୋନେସିଆ ସମେତ ୩୦ଟି ଦେଶରୁ  ପ୍ରାୟ ଦେଢ଼ଲକ୍ଷ ଲୋକ ଏହି ଫେଷ୍ଟିଭାଲରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଓ୍ବିଫାଙ୍ଗରେ ପ୍ରତିବର୍ଷ ୮୦ଲକ୍ଷ ଗୁଡ଼ି ତିଆରି କରାଯାଇଥାଏ। ଏହାକୁ ଚୀନ ସମେତ ଅନ୍ୟ ବହୁ ଦେଶକୁ ମଧ୍ୟ ପଠାଯାଇଥାଏ। ଓ୍ବିଫାଙ୍ଗରେ ଜନସଂଖ୍ୟା ପ୍ରାୟ ୯ଲକ୍ଷରୁ ଊର୍ଦ୍ଧ୍ୱ ଥିବା ବେଳେ ଏଥିରୁ ୨୫ ପ୍ରତିଶତ ଲୋକଙ୍କୁ ବର୍ଷସାରା ଗୁଡି ତିଆରି କରିବା ପାଇଁ ରୋଜଗାର ମଧ୍ୟ ମିଳୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ଆସିଲା ବଡ ଖବର; ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ!

ଇସଲାମାବାଦ୍,୬ା୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ।…

ଯୁଦ୍ଧ ଭିତରେ ଭାରତକୁ ବଡ଼ ବିପଦ, ବଙ୍ଗୋପସାଗରରୁ ହୋଇପାରେ ଆଟାକ୍‌!

ନୂଆଦିଲ୍ଲୀ,୬।୩: ତାଇୱାନ ଉପରେ ଆକ୍ରମଣ କରିବା ପୂର୍ୱରୁ, ଚାଇନା କ’ଣ ଭାରତକୁ ବହୁମୁଖୀ ମୋର୍ଚ୍ଚାରେ ସାମିଲ କରିବାକୁ ଚାହୁଁଛି? କାରଣ ଚାଇନା ଜାଣେ ଯେ ତାଇୱାନ ଉପରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ଯୁଦ୍ଧ ବନ୍ଦ କରିବାକୁ ଇରାନ ବାରମ୍ବାର କରୁଛି ଫୋନ, ହେଲେ ରାଜି ହେଉନାହାଁନ୍ତି ଟ୍ରମ୍ପ! ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି…

ଓ୍ବାଶିଂଟନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରବଳ ସାମରିକ କ୍ଷତି ସହିବା ପରେ, ଇରାନ ଏବେ ଆଲୋଚନା କରିବାକୁ ଚାହୁଁଛି। ସେ ଏହା ମଧ୍ୟ…

ଖାମେନେଇଙ୍କ ମୃତ୍ୟୁକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ୩ ମାସ ପୂର୍ବରୁ ଏମିତି ଯୋଜନା କରିଥିଲା ଇସ୍ରାଏଲ

ଜେରୁଜେଲମ,୬।୩: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଶୁକ୍ରବାର ଏକ ସାକ୍ଷାତକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଅଲି…

ଭାରତ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୬।୩: ଆମେରିକା ରୁଷୀୟ ଜଳସୀମାରେ ଫସି ରହିଥିବା ତୈଳ ଜାହାଜଗୁଡ଼ିକୁ ଭାରତ ପଠାଇବାକୁ ଅନୁମତି ଦେଇଛି। ଏହା କେବଳ ୩୦ ଦିନ ପାଇଁ ଏକ ଅସ୍ଥାୟୀ ଛାଡ।…

ଭାରତ ପାଇଁ ବନ୍ଦ ହେବନି ହୋର୍ମୁଜ୍‌ ଷ୍ଟ୍ରେଟ, ୯.୫ ନିୟୁତ ବ୍ୟାରେଲ୍‌ ତୈଳ ଯୋଗାଇବ ରୁଷିଆ

ତେହରାନ୍‌,୬।୩: ଇରାନ-ଆମେରିକା ଯୁଦ୍ଧ ଗୁରୁବାରକୁ ୬ ଦିନ ପୂରିଛି । ଯୁଦ୍ଧର ପ୍ରଭାବ ବେଳକୁ ବେଳ ବିଭିନ୍ନ ଦେଶକୁ ବ୍ୟାପିବା ସହ ତୀବ୍ର ହେବାରେ ଲାଗିଛି। ଏହାମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri