ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୯, ୨୦୨୦)

ସୋମବାର ରାଜଧାନୀ ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ

ଭୁବନେଶ୍ୱରସ୍ଥିତ ଏଜି ଛକ ଟ୍ରାଫିକ ପୋଷ୍ଟରେ କମିଶନର ପୋଲିସ ପକ୍ଷରୁ ସୋଲାର ସହାୟତାରେ ଫ୍ଲାସ ଲାଇଟର ବ୍ୟବସ୍ଥା ହେଉଛି।

କଟକସ୍ଥିତ ସିଡିଏ ୬କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପରେ ପୋଲିସମାନେ ଜଗି ରହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୮, ୨୦୨୦)

ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ରବିବାର ଭୁବନେଶ୍ୱରେ ବର୍ଷାର ଦୃଶ୍ୟ ଭୁବନେଶ୍ୱର ରେଳଷ୍ଟେଶନର ରେଳ ଧାରଣାରେ ୨ ଜଣ ଯୁବକ ଚାଲି ଚାଲି ଯାଉଛନ୍ତି ରାଜମହଲ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୦)

କଳା ବାଦଲ ଆସ୍ତରଣରେ ରାଜଧାନୀ ଆକାଶ   ଭୁବନେଶ୍ୱରସ୍ଥିତ ବିନ୍ଦୁସାଗର ମଧ୍ୟ ଭାଗରେ ଥିବା  ମନ୍ଦିର ଚାରିପାଖରେ ଅନାବନା ଗଛ   ଗ୍ୟାରେଜଛକଠାରେ ବାଇକ ଓ...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧, ୨୦୨୦)

କଟକଣା ଯୋଗୁ ଫିକା ପଡିଲା ଇଦ : କଟକ ସହରର ବିଭିନ୍ନ ମସଜିଦ ଶୂନଶାନ ଗଣେଶଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କଟକ କୁମ୍ଭାରସାହିରେ ଜଣେ ଶିଳ୍ପୀ...

ଆଜିର ଫଟୋ (ଜୁନ୍ ୪, ୨୦୨୦)

ରସୁଲଗଡ଼ ଛକରେ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ  ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ଡିଆଜି ଆଶିଷ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୩ , ୨୦୨୦)

ଶଟଡାଉନ ଖୋଲିବା ପରେ ରାଜଧାନୀରେ ଲୋକଙ୍କ ଭିଡ ରସୁଲଗଡ ଜିଜିପି କଲୋନୀରେ ଜଣେ ଲୋକ କୁକୁଡାକୁ ଖାଇବାକୁ ଦେଉଛନ୍ତି କଟକସ୍ଥିତ ମିଶନ ରୋଡରେ ମାସ୍କ କିଣୁଥିବା...

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା   ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’   ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା  ଡାକ୍ତର...

ଓଡ଼ିଶା: ଆଜିର ଫଟୋ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ କଟକରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ରସୁଲଗଡ଼ ଆଶ୍ରମ ସ୍କୁଲରେ ପ୍ରବାସୀ ଓଡ଼ିଆଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ଖାଦ୍ୟଦେବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *