Yearly Archives: 2022

ଚାଇନାରେ କରୋନା ତାଣ୍ଡବ, ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦…

ବେଜିଂ,୩୧।୧୨ : କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ତାଣ୍ଡବ ରଚିଛି। ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି। ସେହିପରି ଦୈନିକ ସଂକ୍ରମଣ ୩୭ ଲକ୍ଷ ପାର୍‌ ହୋଇଛି। ଏଭଳି ଜାରି ରହିଲେ ଜାନୁୟାରୀ...

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି।...

ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ଉଭୟଙ୍କ ଏକ ଫଟୋ ଶେୟାର...

କାଙ୍ଗାଳ ହେଲାଣି ପାକିସ୍ତାନ: ସିଲିଣ୍ଡର କିଣିବା କଷ୍ଟକର, ପ୍ଲାଷ୍ଟିକ ବ୍ୟାଗ୍‌ରେ ବିକ୍ରି ହେଉଛି ରନ୍ଧନ ଗ୍ୟାସ୍‌

ଇସଲାମାବାଦ,୩୧।୧୨: ପାକିସ୍ତାନରେ ପ୍ଲାଷ୍ଟିକ ବ୍ୟାଗ୍‌ରେ ଏଲ୍‌ପିଜି ଗ୍ୟାସ୍‌ ବିକ୍ରି ଏବେ ସାଧାରଣ ହୋଇଛି। ସର୍ବାଧିକ ଗ୍ୟାସ ଉତ୍ପାଦନ କରୁଥିବା ପ୍ରଦେଶ ଖୈବର ପାଖତୁନ୍‌ଖ୍ବାରେ ଗରିବ ଲୋକମାନେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଭର୍ତ୍ତି କରି ରୋଷେଇ କରୁଛନ୍ତି। କାରଣ ଏଠାରେ ଗ୍ୟାସ...

ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ,୩୧ା୧୨(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ଗଞ୍ଜାମ କଲେଜ କର୍ମଚାରୀ ତଥା ପୂର୍ବତନ ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ସେ କୌଣସି କାମରେ ନିଜ ବାଇକ୍‌ରେ ମାର୍କେଟ ଯାଉଥିବା ବେଳେ ହଠାତ୍‌ ଏକ ମଇଁଷି ବାଇକ୍‌...

ନୂଆବର୍ଷ ପୂର୍ବରୁ ଦୁର୍ଘଟଣା, ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ିଲା, ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା…

ମୋହାଲି,୩୧।୧୨ : ନୂଆବର୍ଷ ପୂର୍ବରୁ ପଞ୍ଜାବର ମୋହାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାଯୋଗୁ ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା ପ୍ରକାଶ ପାଇଛି। ଖରଡ଼ର ସେକ୍ଟର...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧୨ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି । ରାଷ୍ଟ୍ରପତି...

ଭାରତ ସହିତ ଏହି ଦେଶ ପାଳିବେ ନୂଆବର୍ଷ

ଶନିବାର ରାତି ୧୨ଟାରେ ଭାରତ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ଏଥିସହିତ ଭାରତୀୟ ସମୟ ରାତି ୧୧ଟାରେ ମ୍ୟାନମାର,, ୧୧.୩୦ ପୂର୍ବାହ୍ନରେ ବାଂଲାଦେଶରେ ପାଳନ ହୋଇଥିବାବେଳେ ନେପାଳରେ ରାତି ୧୧:୪୫ରେ, ଶ୍ରୀଲଙ୍କା ନୂତନ ବର୍ଷକୁ ଠିକ୍‌ ୧୨ଟାରେ ପାଳନ କରାଯାଇଥାଏ।...

ଗଠନ ହେଲା ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ନୂଆବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌ ଗଠିତ ହୋଇଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଏମ୍‌ପି ମାନସ ମଙ୍ଗରାଜ ମନୋନୀତ ହୋଇଛନ୍ତି। ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡ. ସସ୍ମିତ...

୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍‌ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…

ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି ୧୧ ହଜାର କିଲୋମିଟରରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ପାଶ୍ଚାତ୍ୟ ଦେଶକୁ...

ଭାଇରାଲ ହେଉଛି ଧାଓ୍ବନଙ୍କ ଭିଡିଓ: ପନ୍ତଙ୍କୁ କହିଥିଲେ ‘ଗାଡ଼ି ଧିରେ ଚଳାଅ’

ନୂଆଦିଲ୍ଲୀ,୩୧।୧୨: ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ରୁର୍‌କି ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଏଥିରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ପ୍ରଶଂସକଙ୍କ ସହ ସାଥୀ କ୍ରିକେଟର...

ମୁଁ ଲେଖିକି ଦେଉଛି, ମଧ୍ୟପ୍ରଦେଶରେ ଭାଜପାକୁ କେଉଁଠି ଦେଖିବାକୁ ମିଳିବିନି: ରାହୁଲ

ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ନେତା ରହୁଲ ଗାନ୍ଧୀ ଶନିବାର ଦୃଢତାର ସହ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା ଲେଖିକି ଦେଉଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri