Posted inଫୁରସତ

ବିମାନ ଉଡାଇ ନେଇଥିଲେ ଚୋର

ସୁନା, ରୁପା କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି ହେବା ଘଟଣା ବର୍ତ୍ତମାନ ସଧାରଣ ହୋଇଗଲାଣି। କିନ୍ତୁ କଦାପି ଶୁଣିଛନ୍ତି, ଚୋରମାନେ ବିମାନ ବନ୍ଦରରୁ  ବିମାନ ହିଁ ଉଡାଇ ନେଲେ। ଏଭଳି ଏକ ଘଟଣା ୨୦୦୩ରେ ମେ’ ୨୫ ତାରିଖ ଆଙ୍ଗୋଲା ରାଜଧାନୀ ଲୁଆଣ୍ଡାର କ୍ୱାଟ୍ରୋ ଡି ଫେଭେରେରୋ ବିମାନ ବନ୍ଦରରେ ଘଟିଥିଲା। ୧୯୭୫ରେ ନିର୍ମିତ ବୋଇଂ ୭୨୭-୨୨୩ ବିମାନ ୨୫ ବର୍ଷ ଧରି ଆମେରିକାନ ଏୟାରଲାଇନ୍ସ ପାଇଁ ସେବା ଯୋଗାଇଥିଲା। ପରେ ଏହାକୁ ଲିଜ୍‌ରେ ନେଇଥିଲା ଟ୍ୟାଗ ଆଙ୍ଗୋଲା ଏୟାରଲାଇନ।

ଘଟଣା ଦିନ ଅର୍ଥାତ ୨୫ ତାରିଖ ସନ୍ଧ୍ୟାରେ ଦୁଇ ଜଣ ଲୋକ ବିମାନରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଆମେରିକାନ ପାଇଲେଟ୍‌ ତଥା ଫ୍ଲାଇଟ୍‌ ଇଞ୍ଜିନିୟର ବେନ ସି. ପଡିଲା। ଅନ୍ୟ ଜଣଙ୍କ ନାମ ଥିଲା ଜନ ଏମ୍‌. ମୁଟାଣ୍ଟୁ। ସେ ଥିଲେ ଜଣେ ମେକାନିକ୍‌। ଦୁହେଁ ବିମାନ କକ୍‌ପିଟ୍‌ରେ ପ୍ରବେଶ କରିବା ପରେ ଲାଇଟ୍‌ ଅନ କରି ନ ଥିଲେ। କଣ୍ଟ୍ରୋଲ ଟାଓ୍ବାର ସହିତ ବିନା କୌଣସି ଯୋଗାଯୋଗରେ ହିଁ ରନଓ୍ବେରେ ପହଞ୍ଚିଥିଲା। ଏହାପରେ ଦକ୍ଷିଣ-ପଶ୍ଚିମ ଦିଗରେ ଆଣ୍ଟଲାଟିକ୍‌ ମହାସାଗରେ ଉପରେ ଟେକ୍‌ଅଫ୍‌ କରିଥିଲା ବୋଇଂ ୭୨୭-୨୨୩। ଚୋରି ହେଲା ବେଳକୁ ବିମାନରେ ୫୩ ହଜାର ଲିଟର ଇନ୍ଧନ ଥିଲା। ଏତିକି ଇନ୍ଧନରେ ବିମାନଟି ୨,୪୦୦ କିଲୋମିଟର ହିଁ ଉଡ଼ିପାରିବ। ହେଲେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଓ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇ) ବିଭିନ୍ନ ଦେଶରେ ଏହି ବିମାନ ପାଇଁ ସର୍ଚ୍ଚିଂ ଅପରେଶନ କରିଥିଲେ। ହେଲେ ମିଳି ନ ଥିଲା କୌଣସି ସୁଫଳତା। ନା କେବେ ସେହି ବିମାନ କାହା ନଜରକୁ ଆସିଲା, ନା ଦୁଇ ଚୋର।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri