ହୋମ୍‌ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍‌

ଭୁବନେଶ୍ୱର,୨୭-୧୧: ପ୍ରମୁଖ ହୋମ୍‌ ଷ୍ଟୋର ହୋମ୍‌ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟ ନଗର ଷ୍ଟୋରରେ ଗ୍ରାହକ ଏହାର ଲାଭ ନେଇ ପାରିବେ। ୩୫ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ ଏହି ଷ୍ଟୋରରେ ଗ୍ରାହକମାନେ ବିସ୍ତୃତ ରେଞ୍ଜ ଏବଂ ସଦ୍ୟତମ ଡିଜାଇନର ଫର୍ନିଚର, ହୋମ୍‌ଓ୍ବେର, ଇଲେକଟ୍ରୋନିକ୍ସ, ମଡ୍ୟୁଲାର କିଚେନ, ମଡ୍ୟୁଲାର ଓ୍ବାର୍ଡରୋବ, ଏଣ୍ଡ ଟୁ ଏଣ୍ଡ ଇଣ୍ଟେରିୟର ଡିଜାଇନ, ପ୍ରୋଜେକ୍ଟ ଏକଜିକ୍ୟୁଶନ ସର୍ଭିସ, ଡିଜାଇନ ଆଣ୍ଡ ବିଲ୍‌ଡ ଭଳି ପ୍ରଡକ୍ଟ ଏବଂ ସେବା ପାଇପାରିବେ। ଲିଭିଂ ରୁମ, ଡାଇନିଂ ରୁମ ଏବଂ ବେଡରୁମ ଫର୍ନିଚର ଗ୍ରାହକ ଆକର୍ଷଣୀୟ ମୂଲ୍ୟରେ ଲାଭ କରିପାରିବେ। କମ୍ପାନୀ ପକ୍ଷରୁ ହୋମଓ୍ବେର କଲେକ୍ସନରେ ‘ପେ ଲେସ ଗେଟ ମୋର’ ବା କମ୍‌ ମୂଲ୍ୟରେ ଗ୍ରାହକ ପ୍ରଡକ୍ଟ ପାଇପାରିବେ। ସଦ୍ୟତମ ଅନ୍ତର୍ଜାତୀୟ ରେଞ୍ଜର ଡେକର, ଫର୍ନିସିଂ, ଟେବଲଓ୍ବେର, ଗ୍ଲାସଓ୍ବେର, କୁକଓ୍ବେର, କିଚେନ ଏସେନସିଆଲ ଏଠାରେ ରହିଛି।
ଡେକର ଏବଂ ହୋମ ଫ୍ୟାଶନ ବର୍ଗରେ ମୋଟ ୫ ହଜାର ଡିଜାଇନ ଷ୍ଟୋରରେ ଉପଲବ୍ଧ ରହିଛି। ୧୦୦୦ ଷ୍ଟାଇଲରେ କଷ୍ଟମାଇଜ ମଡ୍ୟୁଲାର ସଲ୍ୟୁଶନ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ଷ୍ଟୋର ପକ୍ଷରୁ କୁହାଯାଇଛି। ହୋମଟାଉନର ନିଜସ୍ବ ମଡ୍ୟୁଲାର କିଚେନ ବ୍ରାଣ୍ଡ ଡ୍ୟୁରାକ୍ୟୁସିନ ଉପରେ ୫ ବର୍ଷ ଓ୍ବାରେଣ୍ଟି ଏବଂ ସର୍ଭିସ କ୍ଷେତ୍ରରେ ବିଭିନ୍ନ ସୁବିଧା ରହିଛି। ଗ୍ରାହକଙ୍କ ଲାଗି ପର୍ସନାଲାଇଜ ଡିଜାଇନ ସଲ୍ୟୁଶନ ରହିଛି। ଫ୍ୟୁଚର ଗ୍ରୁପର ଅଂଶ ବିଶେଷ ଏହି ଷ୍ଟୋର ଦେଶର ୨୩ ସହରରେ ୫୧ ଆଉଟଲେଟ ଦ୍ୱାରା ନିଜର ଉପସ୍ଥିତି ଜାହିର କରିଛି। ଗ୍ରାହକଙ୍କୁ ସର୍ବୋତ୍ତମ ଅଭିଜ୍ଞତା ବାଦ ବିକ୍ରି ପରବର୍ତ୍ତୀ ସେବା, ମାଗଣା ଡେଲିଭରି, ସେମ ଡେ ଇନଷ୍ଟାଲେଶନ, ଫ୍ରି ସର୍ଭିସ କ୍ୟାମ୍ପ, ଫର୍ନିଚରର ଲାଇଫ ଟାଇମ ମେଣ୍ଟେନାନ୍ସ ଭଳି ସୁବିଧା ପ୍ରଦାନ କରାଯାଉଥିବା ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri