ସମସ୍ୟା ଥିଲେ ଜଣାଅ: ଏସ୍‌ପି

ଅନୁଗୋଳ ଅଫିସ, ୨୯।୩ – ଲକ୍‌ଡାଉନ୍‌ ବେଳେ ଅନୁଗୋଳ ଜିଲାବାସୀଙ୍କୁ ସହାୟତା ପାଇଁ ପୋଲିସ ଓ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି। ଯଦି କେହି କୌଣସି ସମସ୍ୟା ଅନୁଭବ କରୁଛି ତା’ହେଲେ ନିଜ ଅଞ୍ଚଳର ଉପଖଣ୍ଡ ଅଧିକାରୀ ଓ ଥାନାକୁ ଯୋଗାଯୋଗ କରିପାରିବେ ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି। ଏ ନେଇ ସେ ନିଜ ଅଫିସିଆଲ୍‌ ସାଇଟ୍‌ରେ ଉପଖଣ୍ଡ ଅଧିକାରୀ ଓ ଥାନା ଅଧିକାରୀଙ୍କ ଫୋନ୍‌ ନମ୍ବର ଜାରି କରିଛନ୍ତି।

 

ଥାନା  –  ଅଧିକାରୀଙ୍କ ନମ୍ବର

=============================================
ଅନୁଗୋଳ ଉପଖଣ୍ଡ ଅଧିକାରୀ  – ୯୪୩୮୯୧୬୬୯୬
ଅନୁଗୋଳ – ୯୪୩୮୯୧୬୪୩୧
ବଅଁରପାଳ –  ୯୪୩୮୯୧୬୪୩୪
ବନ୍ତଳା –  ୮୨୪୯୨୩୬୪୪୮
ଛେଣ୍ଡିପଦା – ୯୪୩୮୯୧୬୪୩୭
ନିଶା ଶିଳ୍ପାଞ୍ଚଳ – ୯୪୩୮୯୧୬୪୪୦
ଜରପଡ଼ା – ୯୪୩୮୯୧୬୪୪୧
ନାଲ୍‌କୋ – ୯୪୩୮୯୧୬୪୪୯
ପୁରୁଣାକୋଟ –  ୯୦୪୦୪୧୩୧୨୪
ଆଠମଲ୍ଲିକ ଉପଖଣ୍ଡ ଅଧିକାରୀ  – ୯୪୩୮୯୧୬୬୯୯
ଆଠମଲ୍ଲିକ – ୯୪୩୮୯୧୬୪୩୩
ହଣ୍ଡପା – ୯୪୩୮୯୧୬୪୩୯
କିଆକଟା – ୯୪୩୮୯୧୬୪୪୫
କିଶୋରନଗର – ୯୪୩୮୯୧୬୪୪୬
ଠାକୁରଗଡ଼ – ୯୪୩୭୪୩୪୨୮୦
ତାଳଚେର ଉପଖଣ୍ଡ ଅଧିକାରୀ – ୯୪୩୮୯୧୬୬୯୯
ତାଳଚେର – ୯୪୩୮୯୧୬୪୫୭
କୋଲିୟରୀ – ୯୪୩୮୯୧୬୪୪୭
ଏନ୍‌ଟିପିସି – ୯୪୩୮୯୧୬୪୪୮
ସମଲ – ୯୪୩୮୯୧୬୪୫୫
ବିକ୍ରମପୁର – ୯୪୩୮୯୧୬୪୩୬
ପାଲଲହଡ଼ା ଉପଖଣ୍ଡ ଅଧିକାରୀ – ୯୪୩୮୯୧୬୬୯୮
ପାଲଲହଡ଼ା – ୯୪୩୮୯୧୬୪୫୨
ଖମାର – ୯୪୩୮୯୧୬୪୪୩
କଣିହଁ। – ୯୪୩୮୯୧୬୪୪୨
ରେଙ୍ଗାଳି – ୯୪୩୮୯୧୬୪୫୪


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri