ଲୁଣର ଉପକାରୀ ଗୁଣ

ଲୁଣ ରୋଷେଇ ଘରର ସବୁଠାରୁ ବଡ଼ ମସଲା ବୋଲି କେହି କେହି କହିଥାଆନ୍ତି। କାରଣ ଲୁଣ ବିନା କୌଣସି ରନ୍ଧା ଖାଦ୍ୟ ସ୍ବାଦିଷ୍ଟ ହୋଇ ନ ଥାଏ। ହେଲେ କେବଳ ଖାଦ୍ୟ ରାନ୍ଧିବା ପାଇଁ ନୁହେଁ ଲୁଣର ଆହୁରି କିଛି ବ୍ୟବହାର ମଧ୍ୟ ରହିଛି। ଯାହାକୁ ଜାଣି ରଖିବା ଭଲ।
-ହାତର ଦୁର୍ଗନ୍ଧ ଦୂର କରିବା ପାଇଁ ଲୁଣର ବ୍ୟବହାର କରାଯାଇଥାଏ। ବେଳେବେଳେ ରସୁଣ ଛଡାଇବା ପରେ ଅବା ପିଆଜ ଛଡାଇବା ପରେ ହାତରେ ଏହାର ଗନ୍ଧ ରହିଯାଇଥାଏ। ଏହାକୁ ଦୂର କରିବାକୁ ଲୁଣ ସହ ସିରକା ମିଶାଇ ହାତରେ ଘଷିଲେ ଏହି ଗନ୍ଧ ଦୂର ହୋଇଥାଏ।
-ସିଙ୍କରେ ଲାଗିଥିବା ଦାଗ ନ ଛାଡିଲେ ଉଷୁମ ପାଣିରେ ଲୁଣ ପକାଇ ସେହି ସ୍ଥାନରେ ଢାଲିଦେଲେ ଦାଗ ଛାଡି ଯାଇଥାଏ।
-ଫଳକୁ ଅଧିକାଂଶ ସମୟ ତାଜା ରଖିବାକୁ ବା କଟା ଫଳରେ କଳା ପଡିଯାଉଥିବା ସମସ୍ୟାକୁ ଦୂରେଇବା ପାଇଁ ଏହା ଉପରେ ଅଳ୍ପ ଲୁଣ ଛିଞ୍ଚିଦେଲେ କଟା ଫଳ କଳା ପଡି ନ ଥାଏ।
-କପଡାରେ କିଛି ଦାଗ ଲାଗିଯାଇଥଲେ ଲୁଣା ବ୍ୟବହାର କରାଯାଇଥାଏ। ଲୁଣ ପାଣିରେ ଘଣ୍ଟାଏ ପର୍ଯ୍ୟନ୍ତ କପଡା ବୁଡାଇ ରଖିଲେ ଏହାର ରଙ୍ଗ ଚମକିବା ସହ ଦାଗ ଛାଡି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri