Categories: ଖେଳ

ଯୁବିଙ୍କୁ ବ୍ୟାଟିଂ ଶିଖାଇଥିଲେ ସିଦ୍ଧୁ

ବିଶ୍ୱ କ୍ରିକେଟରେ ଯୁବରାଜ ସିଂ (ଯୁବି) ଜଣେ ଲୋକପ୍ରିୟ ଖେଳାଳି। ପୂର୍ବତନ କ୍ରିକେଟର ଯୁଗରାଜ ସିଂଙ୍କ ପୁଅ ଯୁବିଙ୍କୁ ନଭଜୋତ ସିଂ ସିଦ୍ଧୁଙ୍କ ଘରକୁ ବ୍ୟାଟିଂ ଅଭ୍ୟାସ ପାଇଁ ପଠାଉଥିଲେ। ସେତେବେଳେ ସିଦ୍ଧୁ ଭାରତୀୟ ଦଳର ସଦସ୍ୟ ଥିଲେ। ଅଭ୍ୟାସ ଆରମ୍ଭ କରିବାର ୪ ଦିନ ପରେ ଯୁବିଙ୍କ ନିକଟରେ ପ୍ରତିଭା ନ ଥିବା ଯୋଗରାଜଙ୍କୁ ସିଦ୍ଧୁ କହିଥିଲେ। ଏହାପରେ ଯୁବିଙ୍କୁ ବ୍ୟାଗ୍‌ ପ୍ୟାକ୍‌ କରିବାକୁ କହିଥିଲେ, ମୋ ପୁଅକୁ କ୍ରିକେଟର ହେବାରୁ କିଏ ରୋକିପାରିବ ମୁଁ ଦେଖିବି। ଯୁବି ୧୯ ବର୍ଷରୁ କମ୍‌ ପଞ୍ଜାବ ଦଳରେ ସାମିଲ ହେବା ପରେ ସିଦ୍ଧୁ ଏଥିନେଇ କ୍ଷମା ପ୍ରାର୍ଥନା କରିଥିଲେ।

Share