ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଅନେକ ଉପକାର। ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ। ଏହି ପ୍ରକ୍ରିୟା ପ୍ରତିଦିନ ୩-୫ ମିନିଟ କଲେ ସୁଫଳ ମିଳେ। ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରି ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ମିଳେ ସୁଫଳ। ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ। ଆଖିଡୋଳକୁ କ୍ଲକ୍‌ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ । ହାତରେ ପେନ୍‌ସିଲ୍‌ ବା ପେନ୍‌ ଧରି ଏହାକୁ ନାକ ସାମ୍ନାକୁ ଧୀରେ ଧୀରେ ଆଣି ଏହାର ମୁନ ଉପରେ ଦୃଷ୍ଟି ନିବଦ୍ଧ କରି ହାତକୁ ଆଗକୁ ପଛକୁ କଲେ ଆଖିର ପାଓ୍ବାର ଅଫ୍‌ ଆକୋମୋଡେସନ୍‌ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୁଟିରେ ଘିଅ ଲଗାଇ ଖାଇଲେ ଭଲ ହୁଏ ଏହି ରୋଗ! ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ…

ଶନି-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ, ୪ ରାଶିଙ୍କୁ ମିଳିବ ବଡ଼ ସଫଳତା, ଯାଚିକି ଟଙ୍କା ଦେବେ…

ବର୍ତ୍ତମାନ, ମଙ୍ଗଳ ମିଥୁନ ରାଶିରେ ଏବଂ ଶନି ମୀନ ରାଶିରେ ଅଛନ୍ତି । ଦୁଇଟି ଗ୍ରହ ପରସ୍ପର ସହ ଏକ ୯୦-ଡିଗ୍ରୀ କୋଣ ଗଠନ କରିଥାନ୍ତି ।…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

ଏହି ବର୍ଷ ଦ୍ୱାପର ଯୁଗ ଭଳି ଦୁର୍ଲଭ ସଂଯୋଗ! ଜନ୍ମାଷ୍ଟମୀଠାରୁ ଏହି ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ, ଦୂର ହେବ ସବୁ ସମସ୍ୟା

ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନର ବିଶେଷ ମହତ୍ତ୍ୱ ଥିବାବେଳେ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଏଥର ଜନ୍ମାଷ୍ଟମୀକୁ ବେଶ ଖାସ ବୋଲି କୁହାଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ଜନ୍ମାଷ୍ଟମୀର…

ସେପ୍ଟେମ୍ୱର ୩ର ଗ୍ରହ ଯୋଗରେ ୫ ରାଶିଙ୍କ ୩ଗୁଣା ବଢିବ ଇନକମ୍‌, ଅଟକି ରହିଥିବା କାମ ଆଗେଇବ…

୩ ସେପ୍ଟେମ୍ୱର ୨୦୨୬ ରେ ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଏବଂ ଗୁରୁବାର। ଏହି ଦିନଟି ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ, ଯିଏ ଜ୍ଞାନ, ଧନ, ବିବାହ…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri