ନିଜାମୁଦ୍ଦିନ ଫେରନ୍ତା: ୨୮ ରୁ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪ (ବ୍ୟୁରୋ): ନୂଆଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା ୨୮ଜଣଙ୍କ ମଧ୍ୟରୁ ୩ଜଣଙ୍କର କରୋନା ପଜିଟିଭ ବାହାରିଛି। ଏହି ୩ ଆକ୍ରାନ୍ତ ହେଉଛନ୍ତି କଟକ, ପୁରୀ ଓ ଯାଜପୁରର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।