ଧାନ କିଣାବିକାକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ: ଚାଷୀ, ପୋଲିସ ମୁଁହାମୁହିଁ 

ସମ୍ବଲପୁର,୧୮।୧୧(ବ୍ୟୁରୋ): ଧାନ ସଂଗ୍ରହ ତୃତୀୟ ଦିନରେ ସମ୍ବଲପୁର ଜିଲାରେ ଅଚଳ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାରଙ୍କ ଟୋକନ୍‌ ବ୍ୟବସ୍ଥା ଓ ଧାନକିଣା ନୀତିକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି। ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଚାଷୀମାନେ ସମୟ ଦେଇଥିଲେ। ଏଥିରେ ବ୍ୟତିକ୍ରମ ହେବାରୁ ସେମାନେ ଜିଲାପାଳ ଅଫିସ ସମ୍ମୁଖରେ ଧାନ ଗାଡ଼ି ରଖି ପ୍ରତିବାଦ କରିଛନ୍ତି। ଜିଲାପାଳ ଅଫିସ ସମ୍ମୁଖକୁ ଧାନଗାଡ଼ି ପ୍ରବେଶ କରୁଥିବା ସମୟରେ ଚାଷୀ ଓ ପୋଲିସ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉପଜିିଲାପାଳ ଅନିରୁଦ୍ଧ ପ୍ରଧାନ ଚାଷୀଙ୍କ ସହ ଆଲୋଚନା କରି ଅଧଘଣ୍ଟା ସମୟ ମାଗିଛନ୍ତି। ଯଦି ଏହାର ସମାଧାନ ନ ହୁଏ ତେବେ ଚାଷୀମାନେ ଜିଲାପାଳଙ୍କ ଅଫିସକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଧାନଗାଡ଼ି ରଖି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ଚମକିଲେ ଏହି ଭାରତୀୟ ଯୁବ ଖେଳାଳି, ଟିମ ଇଣ୍ଡିଆ ଦେଲା ବଡ଼ ଉପହାର, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨।୧୧: ଟିମ ଇଣ୍ଡିଆର ଅନେକ ବଡ଼ ବଡ଼ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫ୍ଲପ୍‌ ହୋଇଛନ୍ତି। ଭାରତ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ବ୍ୟାଟିଂରେ…

ରାତି ୧୧ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମୁରାସୁ’ ୧୨୦ କିମି ବେଗରେ ବହିବ ପବନ, ୫ ଜିଲାରେ ପ୍ରବଳ ବର୍ଷା 

ଭୁବନେଶ୍ୱର,୨।୧୧: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇଛି। ଆଜି ରାତିରୁ ଆସନ୍ତାକାଲି ଭୋର୍‌ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା…

‘ଭୁବନେଶ୍ୱରଙ୍କୁ ଖେଳାଇବା ସବୁଠାରୁ ବଡ଼ ଭୁଲ ଥିଲା…’ ଇରଫାନ ପଠାନଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳକୁ ଫେରାଇ ଆଣିବା ନିଷ୍ପତ୍ତିଟି ସଠିକ ନଥିଲା, ଅନ୍ତତଃ ପକ୍ଷେ ବିଶ୍ୱକପ ବିଜେତା ଦଳର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କ ମତ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ଭୁବନେଶ୍ୱର,୨ା୧୧ (ପ୍ରସନଜିତ୍‌ ସାହୁ): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ରବିବାର ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତ ନାବାଳକ(୧୭)ଙ୍କୁ କାବୁ କରିଛି। ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡାର…

‘ତୁମେ ଏକ ମାହୋଲ ସେଟ୍‌ କରିଦେଇଛ…’, ପଞ୍ଚମ ଟି-୨୦ ପରେ ଡ୍ରେସିଂ ରମରେ କାହାକୁ ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତି ନେଇଛି; ଏବେ ନଭେମ୍ବର ୪ ରୁ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମ…

ଦୀପାବଳି ପୂର୍ବରୁ କଟକରେ ବଡ଼ଧରଣର ଚଢାଉ: ୪୦ ଲକ୍ଷର ବାଣ ଜବତ

କଟକକ,୨।୧୧: ଦୀପାବଳି ପୂର୍ବରୁ କଟକରେ ବଡ଼ ଧରଣର ଚଢାଉ କରାଯାଇଛି। କମିଶନରେଟ ପୋଲିସ କଟକର ୮ଟି ସ୍ଥାନରେ ଚଢ଼ାଉ କରି ୪୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ…

କଳାହାଣ୍ଡିରେ ଆସନ୍ତାକାଲି ସ୍କୁଲ ଛୁଟି: ବନ୍ଦ ରହିବ ସମସ୍ତ ସ୍କୁଲ…

ଭବାନୀପାଟଣା,୨।୧୧( ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ମଙ୍ଗଳବାର ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଏନେଇ…

ସାମ୍ବାଦିକାଙ୍କୁ ବିବାହ କରିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାରି ପଡ଼ିଲା! ଓମାର ଅବଦୁଲ୍ଲାଙ୍କ ବିରୋଧରେ ଫତୱା ଜାରି; ଧର୍ମଗୁରୁ ଘୋଷଣା କଲେ…

ଶ୍ରୀନଗର,୨।୧୧: ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ସାମ୍ବାଦିକା ନିଧି ରାଜଦାନଙ୍କ ବିବାହ କେବଳ ରାଜନୈତିକ ଓ ସାମାଜିକ ଆଲୋଚନାର ବିଷୟ ପାଲଟିନାହିଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?