ଦାଦନ ଯାଇ ବଛ୍‌ରେ ହେଲା ଲାପତା: ସୁନାଧରକଁର ବାଟ୍‌ ଚାହିଁଛନ୍‌ ପରିବାର ଲୋକ୍‌

ଖପ୍ରାଖୋଲ, ୩୧ା୧(ଡି.ଏନ୍‌.ଏ.)-ରାଏଜ୍‌ ସରକାର ଦାଦନ ସମସିଆର ସଂଗେ ଯୁଝ୍‌ବାର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ପଶ୍ଚିମ ଓଡ଼ିଶାରେ ଦାଦନ ସମସିଆ ଥମ୍‌ବାର ନଁା ନାଇଁଧରବାର। କେତେବେଲେ ଗଁାକେ ଦାଦନ ଶ୍ରମିକ ଶବ ହେଇ ଫିରୁଛେ ତ ଆର କେତେବେଲେ ହାତ୍‌ଗୋଡ଼ ହରେଇ ଅକରମା ହେଇ ଫିରୁଛେ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦାଦନ ପରବନ ଅଂଚଲ ହିସାବେ ଜନାଶୁନା। ଫିବଛର ବ୍ଲକରୁ ହଜାର ହଜାର ଲୋକ ପେଟ୍‌ପାଟନାର ଲାଗି କୁଟୁମବସିଆ ଦାଦନ ଖଟିଯାଉଛନ୍‌। ଇ ହିସାବେ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଁଚେତ୍‌ ଗଉଡ଼ପାଲି ଗଁାର ଝନେ ଶ୍ରମିକ ଦାଦନ ଯାଇ ବଛ୍‌ରେ ହେଲା ଲାପତା ହେଇଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଲୁହାସିଂହା ପଁଚେତ୍‌ ଗଉଡ଼ପାଲିର ସୁନାଧର ହାତୀ(୫୨)। ପରିବାର କହେଲେ ମାଏକିନା ଚଏଁତୁଲା, ପୁଓ କୁଲମଣି, ବହ ମାଳତୀ ଆର ୮ ମାସର ଗୁଟେ ନାତି ରହିଛନ୍‌। ପରିବାରଟା ନିହାତି ଗରିବ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ପୁଓ କୁଲମଣି ରୋଗ୍‌ଥି ଶଢ଼ୁଥିଲାବେଲେ ୮ ମାସିଆ ନାତି ହୁରୁଦ୍‌ ରୋଗ୍‌ ସଂଗେ ଯୁଝୁଛନ୍‌। ଅଭାବ ଅନାଟନ ଲାଗି ଗଲା ବଛର ଜାନୁୟାରୀ ମାସେ ଗଉଡ଼ପାଲି ଆର ସାନଉଡେନ ଗଁାର ଶ୍ରମିକମାନକର ସଂଗେ ମିଶି ସୁନାଧର ଦାଦନ ଖଟିଯାଇଥିଲେ। ଇମାନେ ସଭେ ବେଲପଡ଼ା ଥାନା ରେଙ୍ଗାଲି ଗଁାର ଦାଦନ ସରଦାର କ୍ଷମାନିଧି ମେହେରକଁର ଜରିଆରେ ତେଲେଙ୍ଗାନା ରାଏଜ୍‌ ଗୋଦାବରୀ କାନି ଅଂଚଲ ଗଞ୍ଜାପାଡ଼ୁର ଗୁଟେ ଇଟା ଭାଟିରେ କାମ୍‌ କରୁଥିଲେ। ସୁନାଧର ସେଠାନେ ଦେଢ଼ମାସ ତକ୍‌ କାମ କଲାଉତାରୁ ହଠାତ୍‌ ଦିନେ ନିଖୋଜ ହେଇଯାଇଥିବାର କଥା ସାଥି ଶ୍ରମିକମାନେ ତାକର ପରିବାର ଲୁକ୍‌କୁ କହିଛନ୍‌। ଏହେଦେ ବାକି ଶ୍ରମିକମାନେ ଘରକେ ଫିରିଥିଲାବେଲେ ବଛ୍‌ରେ ହେଲା ସୁନାଧର ଘରକେ ନାଇଁଫିରି। ଇ ବାବ୍‌ଦେ ପରିବାର ଲୋକ୍‌ ଦାଦନ ସରଦାରକୁଁ କହିଲାରୁ ସେ ସୁନାଧରକୁଁ ଖୁଜିଆନବାକେ କଥା ଦେଇଥିଲେ। ହେଲେ ପଛେ ସେ ପରିବାର ଲୁକ୍‌କୁ ଧମକ୍‌ ଚମକ୍‌ ଦେଉଥିବାର ସୁନାଧରକଁର ମାଏକିନା କହିଛନ୍‌। ଇ ବାବ୍‌ଦେ ପରିବାର ଲୋକ୍‌ ପୁଲିସକେ ଜନେଇଛନ୍‌। ହେଲେ ଘଟନାଟା ବାହାର ରାଏଜେ ଘଟିଥିବାର ଲାଗି ପୁଲିସ ମାମଲା ରୁଜୁ କରବାକେ ମନା କରିଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ଲୋକ୍‌ ଗଲା ୨୦ ତାରିଖ ଜିଲାପାଳକଁର ଅଭିଯୋଗ ଶୁନାନିରେ ଲିଖିତ ଅଭିଯୋଗ କରିଥିବାର ଜନାଯାଇଛେ। ଇଆଡ଼େ ଘରର ରୁଜ୍‌ଗାରିଆ ଲୋକ୍‌ ଦାଦନ ଯାଇ ଘରକେ ନାଇଁ ଫିରିଥିଲାବେଲେ ପୁଓ ଆର ନାତିର ଚିକିଛା ସଂଗେ ପରିବାର ଚଲାବାରଟା ଚଏଁତୁଲାକଁର ଲାଗି ଭିଡ଼ ହେଇଯାଉଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସୁନାଧରକଁର ପତା ଲଗେଇ ଫିରେଇ ଆନ୍‌ବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri