ଟ୍ରାଡିଶନାଲ ଓ ଓ୍ବେଷ୍ଟର୍ନ ସ୍ବେଟର୍ସ

ସାଧାରଣତଃ ନିଜକୁ ଉଷୁମ ରଖିବା ପାଇଁ ଅନେକେ ରଙ୍ଗ ବେରଙ୍ଗ ଷ୍ଟାଇଲିଶ୍‌ ସ୍ବେଟର୍ସ ପରିଧାନ କରିଥାନ୍ତି । ଏହା ସହ ଆମର ଲୁକ୍‌କୁ ମଧ୍ୟ ପରଫେକ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଥଣ୍ଡା ବଢ଼ିବା ସହିତ ଗରମ କପଡାର ଡିଜାଇନ୍‌ ପ୍ୟାଟର୍ନ ଲଗାତର ଚେଞ୍ଜ ହୋଇଥାଏ, ଯେଉଁଥିରେ ଫର୍ମାଲ ଓ ପାର୍ଟିଓ୍ବେର ଦୁଇଟି ସାମିଲ୍‌ ଅଛି। ଏଠାରେ ଆପଣଙ୍କୁ କେତୋଟି ଷ୍ଟାଇଲିଶ ସ୍ବେଟର୍ସ ଜ୍ୟାକେଟ୍ସକୁ ପିନ୍ଧି ପାରିବେ …

ଲଙ୍ଗ ସ୍ବେଟର୍ସ: ଆଗରୁ ଅଣ୍ଟା ପର୍ଯ୍ୟନ୍ତ ସ୍ବେଟର ଫ୍ୟାଶନରେ ଥିଲା। ଏବେ କିନ୍ତୁ ଲଙ୍ଗ ସ୍ବେଟର ଟ୍ରେଣ୍ଡ ଚାଲିଛି। ଲଙ୍ଗ ସ୍ବେଟର୍ସକୁ ସାଧାରଣତଃ ଝିଅମାନେ ଜିନ୍ସ ଓ ଟ୍ରାଉଜର୍ସ ସହିତ ଟିମ୍‌ଅପ୍‌ କରିବା ପସନ୍ଦ କରୁଛନ୍ତି। କାହିଁକି ନା ଏହା ଟପ୍‌ ଓ ଶର୍ଟସ ପରି କାମ କରିଥାଏ।
ପକେଟ୍‌ ଡିଜାଇନ୍‌ ସ୍ବେଟର : ଆଜିକାଲି ବଜାରରେ ଶାର୍ଟ ଭଳି ସ୍ବେଟରରେ ମଧ୍ୟ ପକେଟ୍‌ ରହୁଛି। ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ପକେଟ୍‌ ରହିବା ଯୋଗୁ ହାତକୁ ଆମେ ଥଣ୍ଡା ଦାଉରୁ ରକ୍ଷା କରିବା ସହ ଏଥିରେ ମୋବାଇଲ୍‌, ଛୋଟ ଛୋଟ ଜିନିଷକୁ କ୍ୟାରି କରିବାରେ ସୁବିଧା ହୋଇଥାଏ।
ଶର୍ଟ ସ୍ବେଟର : ଯଦି ଆପଣ ଶାଢ଼ୀ କିମ୍ବା ସୁଟ୍‌ ପିନ୍ଧିବାକୁ ପସନ୍ଦ କରୁଥାନ୍ତି ତେବେ ଶର୍ଟ ସ୍ବେଟର ସବୁୁଠୁ ଭଳ ଅପଶନ୍‌ ହୋଇଥାଏ।
ଟ୍ରେଞ୍ଚ କୋର୍ଟ : ଇଭିନିଂ ପାର୍ଟିରେ ଯଦି ଆପଣ ସ୍ଲିର୍ବ୍‌ସ ଡ୍ରେସ ପିନ୍ଧିବାକୁ ମନ ବଳାଇଛନ୍ତି ତେବେ ଆପଣ ଏହାକୁ ଟ୍ରେଞ୍ଚକୋର୍ଟ,ଡେନିମ୍‌ ଜ୍ୟାକେଟ୍‌,ସାମ୍ନା ବଟନ ଥିବା ସଲିଡ୍‌ ଉଲେନ୍‌ ସ୍ବେଟର୍ସ ସହିତ ପିନ୍ଧିପାରିବେ।
ଫ୍ରଣ୍ଟ ଓପନ୍‌ ସ୍ବେଟର୍ସ : ନର୍ମାଲ ସ୍ବେଟର ପରି ଫ୍ରଣ୍ଟ ଓପନ ସ୍ବେଟର ବି ଝିଅମାନଙ୍କୁ ବହୁତ ପସନ୍ଦ ଆସିଥାଏ। କାହିଁକି ନା ଏହାକୁ କ୍ୟାରି କରିବା ବି ସହଜ ହୋଇଥାଏ। କାରଣ ଗରମ ଲାଗିଲେ ଏହାକୁ ଫ୍ରଣ୍ଟ ଓପନ କରି ପାରିବେ। ଫ୍ରଣ୍ଟ ଓପନ୍‌ ସ୍ବେଟରକୁ ଆପଣ ସୁଟ୍‌, ଶାଢ଼ୀ ବ୍ୟତୀତ ଜିନ୍ସ ସହିତ ସହଜରେ କ୍ୟାରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri