Posted inଫୁରସତ

ଟିକ୍‌ଟକ୍‌ରେ ଭାଇରାଲ ହେଉଛି ବେବିଙ୍କ ଭିଡିଓ, ଲୋକେ କହୁଛନ୍ତି ‘ବିଦେଶିନୀ ଭାଉଜ’

ଚର୍ଚ୍ଚାରେ ଟିକ୍‌ଟକ୍‌ର ‘ବିଦେଶିନୀ ଭାଉଜ’। ବିଦେଶୀନୀ ସତ୍ତ୍ୱେ ପଞ୍ଜାବୀ ତଥା ହିନ୍ଦୀରେ କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି ସେ। ତାଙ୍କର ପ୍ରକୃତ ନାମ ବେବି ସିଂ ବୋଲି କୁହାଯାଉଛି।

@themodernsinghs ନାମରେ ଟିକ୍‌ଟକ୍‌ରେ ଏକ ପ୍ରୋଫାଇଲ ରହିଛି। ଯେଉଁଟି ବେବିଙ୍କର। ସେ ସର୍ବଦା ସ୍ବାମୀଙ୍କ ସହ ମିଶି କିଛି ଭିଡିଓ କରି ପୋଷ୍ଟ କରିଥାନ୍ତି। ଭିଡିଓଗୁଡ଼ିକରେ ସେ ଖଣ୍ଡି ଖଣ୍ଡି ହିନ୍ଦୀ ସହ ପଞ୍ଜାବୀ କହିଥାନ୍ତି। ହେଲେ ଏସବୁ ଶୁଣିବାକୁ ଭଲ ଲାଗୁଥିବାରୁ ଲୋକମାନେ ତାଙ୍କୁ ପସନ୍ଦ କରୁଛନ୍ତି। ଏଣୁ ତାଙ୍କୁ ‘ବିଦେଶୀ ଭାବି ଅର୍ଥାତ ବିଦେଶିନୀ ଭାଉଜ’ ବୋଲି କହୁଛନ୍ତି।

ବେବି ସ୍କର୍ଟଲ୍ୟାଣ୍ଡର। ହେଲେ ସେ ବିବାହ କରିଥିବା ବ୍ୟକ୍ତିଜଣଙ୍କ ଜଣେ ପଞ୍ଜାବୀ। ଉଭୟଙ୍କ ବିବାହ ପଞ୍ଜାବୀ ରିତିନୀତିରେ ସମ୍ପନ୍ନ ହୋଇଥିଲା। ଏବେ ବେବିଙ୍କୁ ତାଙ୍କ ପଞ୍ଜାବୀ ସ୍ବାମୀ ହିନ୍ଦି ଓ ନିଜ ଭାଷା ଶିଖାଉଛନ୍ତି। ଯେଉଁଥିରୁ କିଛି କିଛି ଜାଣିଲେଣି ବେବି। ଏପରିକି ସେ ରୋଷେଇ କରିବା ମଧ୍ୟ ଶିଖୁଛନ୍ତି। ଏହାକୁ ନେଇ କିଛି ଭିଡିଓ ତାଙ୍କ ପୃଷ୍ଠାରେ ଦେଖିପାରିବେ।

ଦେଖନ୍ତୁ ଉଭୟଙ୍କ କିଛି ଭିଡିଓ:

@themodernsinghsPOOJA, WHAT IS THIS BEHAVIOUR? ##fyp ##hindi ##punjabi ##nz ##india ##trend ##pooja ##goriye♬ original sound – themodernsinghs

@themodernsinghsBHABI’S DHABA OR VOTI’S KITCHEN? ##india ##hindi ##indianfood ##punjabi ##rajmachawal ##nz ##fyp ##foryou♬ original sound – themodernsinghs

@themodernsinghsNazar Na Lag Jaye ##fyp ##foryou ##hindisong ##indian ##trend ##nz ##shahrukhkhan ##love ##prayer

♬ Tujh Mein Rab Dikhta Hai – themodernsinghs


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri