ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ ବୁଝି ଜଳ ଅପଚୟ କରିବା ଫଳରେ ଆଗାମୀ ଦିନରେ ଭୟାଭୟ ପରିସ୍ଥିତି ଉପୁଜିପାରେ। ଏଣୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡିଛନ୍ତି ବଲିଉଡର କିଛି କଳାକାର। ସୁପରଷ୍ଟାର ଅକ୍ଷୟ କୁମାର, ଆମିର ଖାନ୍‌, ଫରହାନ୍‌ ଅଖ୍‌ତର, ନାନା ପାଟେକର ପ୍ରମୁଖ ‘ଜଳ ସଂରକ୍ଷଣ’ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି।

ଆମିର ‘ସତ୍ୟମେବ ଜୟତେ’ ଟିମ୍‌ ସହ ମିଶି ‘ପାଣି ଫାଉଣ୍ଡେଶନ’ ନାମକ ଏକ ସଂସ୍ଥା ନିର୍ମାଣ କରିଛନ୍ତି। ସେହିଭଳି ଫରହାନ ‘ମିଶନ ବ୍ଲୁ’ ନାମକ ଏକ ସଂସ୍ଥା ସହ ଜଡ଼ିତ ଅଛନ୍ତି। ସେହିଭଳି ଅକ୍ଷୟ ୨୦୧୫ରେ ଜଳଯୁକ୍ତ ସିଭର ଅଭିଯାନରେ ସାମିଲ ହୋଇଥିଲେ। ଏହା ବିଶେଷକରି ଶୁଖିଯାଇଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଭଳି କାମ କରିଥାଏ। ନାନା ପାଟେକର ‘ନାମ ଫାଉଣ୍ଡେଶନ’ ଆରମ୍ଭ କରି ମହାରାଷ୍ଟ୍ରର କୃଷକମାନଙ୍କ ଅବସ୍ଥା ସୁଧାରିବା ନିମନ୍ତେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ…

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର…

ବିବାହ କରିବାକୁ ମନା କଲେ ଗାୟିକା, କାନାଡାରୁ ଭାରତ ଆସି ହତ୍ୟା

ଲୁଧିଆନା,୧୯।୫: ପଞ୍ଜାବର ଲୁଧିଆନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସଙ୍ଗୀତ ଶିଳ୍ପ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଖ୍ୟାତ ପଞ୍ଜାବୀ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri