ଘରକୁ ରଖନ୍ତୁ ସୁବାସିତ

ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍‌ ସାମଗ୍ରୀ ବି ବ୍ୟବହାର କରନ୍ତି। ହେଲେ ଏସବୁ ପରେ ବି ଯଦି ଘର ଭିତରେ କୌଣସି ପ୍ରକାରର ଗନ୍ଧ ହେଉଥାଏ ତେବେ ଏହା ମାନସିକ ସ୍ତରରେ ବି ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ମୁଡ୍‌ ଫ୍ରେଶ୍‌ ରଖିବା ଲାଗି ଘରକୁ କିପରି ପ୍ରାକୃତିକ ଉପାୟରେ ସୁବାସିତ ରଖିହେବ ଜାଣି ରଖନ୍ତୁ ଟିପ୍ସ…

ଫୁଲ: ଆପଣ ଘରେ ଫୁଲଦାନିରେ ତାଜା ଫୁଲ ରଖିପାରିବେ। ଏହା ନା କେବଳ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ ବରଂ ଏହାର ପ୍ରକୃତିକ ମହକରେ ଘର ସୁଗନ୍ଧିତ ହୋଇ ଉଠିବ। ଶୁଖିଯାଇଥିବା ଫୁଲକୁ ନ ଫିଙ୍ଗି ଝରକାରେ ଅବା ଟେବୁଲ୍‌ ଉପରେ ବାନ୍ଧି ରଖନ୍ତୁ। ଏପରି କରିବା ଦ୍ୱାରା ଆପଣ ଯେବେବି ଫ୍ୟାନ୍‌ ଖୋଲିବେ ଅବା ଝରକା ଦେଇ ପବନ ଆସିବ ଘର ଭିତରର ବାତାରଣ ସମ୍ପୂର୍ଣ୍ଣ ଫ୍ରେଶ୍‌ ଲାଗିବ। ଆପଣ ଚାହିଁଲେ ତାଜା ଫୁଲର ପାଖୁଡ଼ା ନେଇ ପାଣିରେ ଭଲ ଭାବେ ପ୍ରାୟ ଅଧ ଘଣ୍ଟା ଫୁଟେଇ ଦେବେ ଉକ୍ତ ପାଣିକୁ ଛାଣି ସ୍ପ୍ରେ ବୋତଲରେ ରଖି ପାରିବେ। ଏହି ଫ୍ଲୋରାଲ ସ୍ପ୍ରେକୁ ଘରେ ପକାଇଲେ ଘର ମହକିବ।
କର୍ପୂର: ଏହା ମଧ୍ୟ ଏକ ଭଲ ପ୍ରାକୃତିକ ଫ୍ରାଗ୍‌ନାନ୍ସ ପ୍ରଡକ୍ଟ। ଏହାକୁ ଡ୍ରଇଂ ରୁମ୍‌ ଏବଂ ଅନ୍ୟାନ୍ୟ ରୁମ୍‌ରେ ରଖି ପାରିବେ। ଏହା ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ଧୀରେ ଧୀରେ ଉଡ଼ି ଯାଇଥାଏ ଏବଂ ଘର ଭିତରେ ଏହାର ମହକ ଖେଳିଯାଏ।
ଗୋଲାପ ଜଳ: ଘର ଭିତରେ ହେଉ କିମ୍ବା ବାଲକୋନିରେ ଥିବା ଗଛରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ। ପବନ ଚଳାଚଳ ସହିତ ଏହାର ସୁଗନ୍ଧ ଆପଣଙ୍କୁ ଏକ ଫ୍ରେଶ୍‌ ବାତାବରଣ ଯୋଗାଇବ।
କଫି: ଏହାର ମହକ ମୁଡ୍‌ଫ୍ରେଶ୍‌ କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ଏକ ଛୋଟ ଜାଗାରେ କଫି ପାଉଡର କାଢ଼ି ଟେବ୍‌ଲ ଉପରେ ରଖି ଦିଅନ୍ତୁ। ଏହା ବ୍ୟତୀତ କଫି କ୍ୟାଣ୍ଡେଲ୍‌ ଜଳାଇବା ଦ୍ୱାରା ମଧ୍ୟ ଏହାର ସୁଗନ୍ଧ ସାରା ଘରକୁ ଖେଳିଯିବ।
ବେକିଂ ସୋଡ଼ା ଏବଂ ଲେମ୍ବୁ: ଲେମ୍ବୁର ବାସ୍ନା ଏଭଳି ତାହା ଆଖ ପାଖରେ ହେଉଥିବା ଦୁର୍ଗନ୍ଧକୁ ଦୂର କରିଦିଏ। ତେଣୁ ଏକ ପାତ୍ରରେ ଅଳ୍ପ ପାଣି ସହ କିଛି ଟୋପା ଲେମ୍ବୁରସ ମିଶାଇ ରଖନ୍ତୁ କିମ୍ବା ଏକ କାଚ ବୋତଲରେ ବେକିଂ ସୋଡ଼ା ଏବଂ ଲେମ୍ବୁକୁ ଛୋଟ ଛୋଟ କାଟି ଘରର ଏକ ପାର୍ଶ୍ୱରେ ରଖନ୍ତୁ। ଏଥିରୁ ବାହାରୁଥିବା ମୃଦୁ ମୃଦୁ ସୁଗନ୍ଧ ଆପଣଙ୍କୁ ବେଶ୍‌ ଭଲ ଲାଗିବ ଏବଂ ଫ୍ରେଶ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri