ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )

ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ

 

କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା

 

କଟକ ଖାନନଗର କାଳୀମନ୍ଦିର ରାସ୍ତାରେ ଅଟୋରେ ଅସୁରକ୍ଷିତ ଯାତ୍ରା

ରଥରେ କଳସ ଏବଂ ଓଲଟ ଶୁଆ ଲାଗି ହେଲା

 

ଶେଷ ରଜରେ କଟକ ତାଳଦଣ୍ଡା କେନାଲ ପାର୍ଶ୍ଵ ବସ୍ତି ଅଞ୍ଚଳରେ କେତେଜଣ ଶିଶୁ ଟାୟାରରେ ଦୋଳି ଖେଳୁଛନ୍ତି

ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ଜଣେ ଯୁବତୀ ପ୍ଲାଷ୍ଟିକ ବାଲତି କିଣୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri